ବୁଲେଟ୍ ଟ୍ରେନର ହିନ୍ଦୀ ଅର୍ଥ ପଚାରିବାରୁ ରାଗରେ ପାଚିଲେ ଅରୁଣ ଜେଟଲୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଢେର ଚର୍ଚ୍ଚାରେ ଥିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ସନ୍ତାନ କୁହାଯାଉଥିବା ବୁଲେଟ୍ ଟ୍ରେନ୍କୁ ହିନ୍ଦୀରେ କ’ଣ କୁହାଯିବ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ...
ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଗଠନ ହେଲା କମିଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଆଇଏଡିଏମକେର ପ୍ରାଣ ପ୍ରତିଷ୍ଠାତା ଓ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ହେବ। ଖବର ଅନୁସାରେ ଏହି ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଅରୁମୁଘସ୍ୱାମୀ।
ସୂଚନା ଦିଆଯାଇପାରେ ଯେ ଅଗଷ୍ଟ...
ତୃଣମୂଳ କଂଗ୍ରେସରେ ସଙ୍କଟ: ମୁକୁଳ ରାୟ ଦଳରୁ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସଙ୍କଟ ସୃଷ୍ଟି ହୋଇଛି। ଶାସକ ଦଳର ଜଣେ ବଡ଼ ନେତା ମୁକୁଳ ରାୟଙ୍କୁ ଦଳ ପକ୍ଷରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ମୁକୁଳ...
ବିଜେପୁରରେ ‘ରୀତା’ ହେଲେ ବିଜେଡି ପ୍ରାର୍ଥୀ: ‘ଅନୁକମ୍ପା’ କାର୍ଡ ଖେଳିଲେ ନବୀନ, ଏବେ କର୍ମୀଙ୍କ ଉପରେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରି 'ଅନୁକମ୍ପା'...
କୋରାପୁଟ ଝିଅ ‘ଏନି ପ୍ରିନ୍ସ’ ଜିତିଲେ ‘ମିସ୍ ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ 'ମିସ୍ ଇଣ୍ଡିଆ' ଏଲିଗେଣ୍ଟ ଟାଇଟଲ୍-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ...
ରାଜ୍ୟ ଅର୍ଥ ମନ୍ତ୍ରୀ ଦେଲେ ସୂଚନା: ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ କମିଲା ଜିଏସ୍ଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କମିଲା ଜିଏସ୍ଟି। ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି।
ଖଲିପତ୍ର ଉପରେ ଜିଏସ୍ଟି ୧୮...
ବିଜେପୁରରେ ରୀତାଙ୍କୁ ପ୍ରାର୍ଥୀ କଲା ବିଜେଡି, ଏଥର ଜମିବ ଲଢେଇ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। କିଛିଦିନ ତଳେ ମୃତ୍ୟୁବରଣ କରିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ସ୍ଥିର...
‘ସୀତା ହରଣ’ ପୂର୍ବରୁ ରାବଣ କରିଥିଲା ‘କୌଶଲ୍ୟା ହରଣ’!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାବଣକୁ ଶୂନ୍ୟବାଣୀ ହୋଇଥିଲା ଯେ, ଦଶରଥ-କୌଶଲ୍ୟାଙ୍କ ବଡ଼ ପୁଅ ହିଁ ତୋତେ ବଧ କରିବ, ଯେଉଁଥିପାଇଁ ରାବଣ ପ୍ରଥମେ ‘କୌଶଲ୍ୟା’ଙ୍କୁ ଅପହରଣ କରିନେଇଥିଲା।
ଆଗକୁ ଆସୁଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର...
ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଚିନ୍ତା: ଦୁର୍ନୀତି, ଆତଙ୍କବାଦ ଓ ସାମ୍ପ୍ରଦାୟିକ ଅସହନଶୀଳତା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ
ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଦିଲ୍ଲୀର ତାଳକୋଟ୍ରା ଷ୍ଟାଡିଅମରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ପ୍ରେମ ଆନନ୍ଦଙ୍କ ‘ଏ ସୋନୁ…’ ଗୀତ ଇଣ୍ଟରନେଟ୍ରେ ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଏ ସୋନୁ ତୋର ମୋ ଉପରେ ଭରସା ନାଇଁ ନ କାଇଁ... ଦୁର୍ଗା ପୂଜା ଉପଲକ୍ଷେ ରିଲିଜ୍ ହେବାକୁ ଥିବା ‘ବାବୁଲା ବାରବୁଲା’ ସିନେମାର ଏହି ଗୀତ ଇଣ୍ଟରନେଟ୍ରେ ଧମାଲ ମଚାଇଛି।
ମୂଳ...





















