ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନ୍ସର ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Jy8zmpmKA4o ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନସର ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ’। ଏହାର ସଫଳ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। ଏହି ଟିକା କୋଲୋରେକ୍ଟାଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ...

ସୋସିଆଲ ମିଡିଆ ବ୍ୟାନ: ଜେନ ଜିଙ୍କ ପ୍ରତିବାଦରେ ଜଳୁଛି ନେପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ନେପାଳ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜେନ-ଜି ପିଢ଼ି। ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ ଭଳି ୨୬ଟି ସୋସିଆଲ ମିଡିଆ ଫ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ନେପାଳରେ ଜଳୁଛି...

ଓଡ଼ିଶାର ଲୋକପ୍ରିୟ ରାଜନେତା ସୁର ରାଉତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=mlNERdeqtEk&t=136s ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ କୁମାର ରାଉତରାୟ। ସୁର ରାଉତରାୟଙ୍କ ନାଁରେ ସେ ଘରେ ଘରେ ପରିଚିତ। ଛାତ୍ରନେତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ। ୧୯୬୭ ମସିହାରେ ଜଟଣୀ ବ୍ଲକ ଚେୟାରମ୍ୟାନ...

କାହିଁକି ହୁଏ ବାଦଲଫଟା ବର୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/OvXfGnOY-f8 ବର୍ଷାଦିନେ ଉତ୍ତର ଭାରତରେ ଖାସ କରି ହିମାଳୟ ପାର୍ବତ୍ୟାଞ୍ଚଳରେ ବାଦଲଫଟା ବର୍ଷା ହୋଇ ଅନେକ ଧନ ଜୀବନ ନଷ୍ଟ ହୋଇଥାଏ। ଚଳିତବର୍ଷ ମଧ୍ୟ ଉତ୍ତର ଭାରତରେ ବାଦଲଫଟା ବର୍ଷା ଓ ବନ୍ୟା...

ପିସିଓଏସ ଯୋଗୁଁ ଗର୍ଭଧାରଣରେ ସମସ୍ୟା ହୋଇଥାଏ କି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=1hlU8tCg3BI ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ ବା ପିସିଓଏସ ହେଉଛି ଏକ ପ୍ରକାର ହରମୋନ ଜନିତ ସମସ୍ୟା। ଏହା ଫଳରେ ଜଣେ ମହିଳାଙ୍କର ପିରିୟଡସରେ ଅନିୟମିତତା ଏବଂ ଗର୍ଭଧାରଣରେ ସମସ୍ୟା ହୋଇଥାଏ। କିନ୍ତୁ...

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ। ହୃଦଘାତର ଶିକାର ହେବା ପରେ ରାଜେନ୍ଦ୍ର ଢୋଲକିଆଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ...

କେମିତି ନିଆଁ ଲିଭାଇଲା ପରମାଣୁ ବୋମା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/WdGQRffkN8o ପରମାଣୁ ବୋମା, ନାଁ ଶୁଣିଲା ମାତ୍ରେ ମନେ ପଡ଼ିଯାଏ ହିରୋସିମା ଓ ନାଗସାକିର ଧ୍ଵଂସ ବିଭୀଷିକା କଥା। ତେବେ ପରମାଣୁ ବୋମାକୁ ନେଇ ହୋଇଥିବା ଏହି ଘଟଣା ଆପଣଙ୍କୁ ନିଶ୍ଚୟ ଚକିତ...

କାହିଁକି ହୁଏ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=f8mk0SFS3rk ସୂର୍ଯ୍ୟ ଏକ ବିରାଟ ବଡ଼ ଗ୍ୟାସୀୟ ପିଣ୍ଡୁଳା ଏବଂ ଏକ ନକ୍ଷତ୍ର ମଧ୍ୟ। ସୂର୍ଯ୍ୟଙ୍କ ଚାରିପାଖରେ ପୃଥିବୀ ସମେତ ୮ଟି ଗ୍ରହ ଘୂରି ବୁଲୁଛନ୍ତି ଏବଂ ପୃଥିବୀ ଚାରିପାଖରେ ଏହାର ଉପଗ୍ରହ...

କାହିଁକି ହୁଏ ଚନ୍ଦ୍ରଗ୍ରହଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/IdeeCNzxSc4 ସେପ୍ଟେମ୍ବର ୭ ତାରିଖରେ ଭାରତରେ ଦୃଶ୍ୟମାନ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ରାତି ୯ଟା ୫୭ ମିନିଟରେ ଆରମ୍ଭ ହୋଇ ୧ଟା ୧୨ ମିନିଟରେ ଶେଷ ହେବ। ତେବେ କାହିଁକି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/8GXA70g4DqI ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବା ଟାରିଫ ନୀତି ଯୋଗୁଁ ସମ୍ପ୍ରତି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଉତ୍ତେଜନା ଲାଗି ରହିଛି। ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଆମଦାନୀ...