ଭୁବନେଶ୍ୱରରୁ ଆଉ ୮୯ ଆକ୍ରାନ୍ତ ଚିହ୍ନଟ, ଆଇଗଣିଆ ଆଳୁଗଦିରୁ ୧୭ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪ଟି ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଆଇଗିଣିଆ ଆଳୁଗଦିରୁ ୧୭...

ଆସନ୍ତାକାଲିଠୁ ଗଡ଼ିବ ମୋ’ ବସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲିଠୁ ପୁଣି ମୋ’ ବସ୍‌ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟ୍‌ରେ କେବଳ ନନ୍‌-ଏସି ବସ୍‌ ଚଳାଚଳ କରିବ। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦, ୨୩, ୨୫,...

ସମସ୍ତଙ୍କ ମୁହଁରେ ଓଡ଼ିଶାର କରୋନା ଡ୍ୟାସବୋର୍ଡ

ଓଡିଶାଲାଇଭ୍ ବ୍ୟୁରୋ ଦୀର୍ଘ ତିନି ଚାରି ମାସ ଧରି କରୋନା ମହାମାରୀ ଭିତରେ ବଞ୍ଚିବା ଯେତିକି କଷ୍ଟକର ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଓ ସୂଚନା ପାଇବା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ ସେତିକି...

କଟକରୁ ଆଉ ୮୭ ଆକ୍ରାନ୍ତ – କେବଳ ମାଲଗୋଦାମ ବେହେରା ସାହିରୁ ୫୭

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି କଟକ ମହାନଗର ନିଗମ ଟୁଇଟ୍‌...

ଜିମ୍‌ ଓ ଯୋଗକେନ୍ଦ୍ର ପାଇଁ ଗାଇଡଲାଇନ୍‌ – ମାସ୍କ ଓ ୬ ଫୁଟ ଦୂରତା ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୫ ତାରିଖରୁ ଖୋଲିବ ଜିମ୍‌ ଏବଂ ଯୋଗକେନ୍ଦ୍ର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି। ଏହାସହ ଜିମ୍‌ ଏବଂ ଯୋଗକେନ୍ଦ୍ର ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ...

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ କରୋନା

ଓଡିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଣକ ପରେ ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ ତଥା କଂଗ୍ରେସ ସାଂସଦ...

କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ – ଓଡ଼ିଶାରେ ମୃତ୍ୟୁସଂଖ୍ୟା ୨୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୧୦ ଜଣଙ୍କ ଜୀବନ ନେଲା କରୋନା। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ  ସର୍ବାଧିକ ୩ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମରୁ ଜଣେ ୪୮ ବର୍ଷୀୟ ପୁରୁଷ, ଜଣେ ୫୪...
Coronavirus blood test

ଦେଶରେ ୧୮ ଲକ୍ଷ ପାର୍ କଲା କରୋନା ପଜିଟିଭ୍ ସଂଖ୍ୟା

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨,୯୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାରି ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ...

ତାମିଲନାଡୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତଙ୍କୁ କରୋନା

ଓଡିଶାଲାଇଭ୍ ବ୍ୟୁରୋ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହେବାର କିଛି ସମୟ ପରେ ତାମିଲନାଡୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କଠାରେ କରୋନା...
CORONA POSITIVE

ଭୁବନେଶ୍ୱରରୁ ଆଉ ୧୧୮ ପଜିଟିଭ୍

 ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଯେଉଁ ୧୪୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୧୮ ଜଣ ଅଛନ୍ତି। ବିଏମସି ଟୁଇଟ କରି ଏହି ସୂଚନା ଦେଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ...