ଅଗଷ୍ଟ ମାସର କରୋନା କଟକଣା – ଚାରି ଜିଲ୍ଲା ଓ ରାଉରକେଲାରେ ପ୍ରତି ଶନିବାର, ରବିବାର ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲାରେ ସପ୍ତାହନ୍ତ ସଟ୍ଡାଉନ୍
ଅଗଷ୍ଟ ୧ ଓ ୨ରେ ଦିନ ୧ଟା ପରେ ସଟ୍ଡାଉନ୍
କଣ୍ଟେନମେଣ୍ଟ ଜୋନରେ ଲକ୍ଡାଉନ୍ ନିୟମ କଡ଼ାକଡ଼ି
ରାତି...
ଆଇଜିଏଚ୍ ରାଉରକେଲାରେ ‘ପ୍ଲାଜମା ବ୍ୟାଙ୍କ’ – ଭିଡିଓ କନଫରେନ୍ସିଂରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=h84noWPBBm4
‘‘ପ୍ଲାଜମା ଦାନକୁ ରାଜ୍ୟରେ ଏକ ଆନ୍ଦୋଳନରେ ପରିଣତ କରାଯିବ’’ - ମୁଖ୍ୟମନ୍ତ୍ରୀ
ପଶ୍ଚିମ ଓଡ଼ିଶାରେ ପ୍ରଥମ ଏବଂ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ
୩୫୦ରୁ ୫୦୦ ୟୁନିଟ୍ ପ୍ଲାଜମା ସଂରକ୍ଷିତ କରିବାର...
ଭୁବନେଶ୍ୱରରୁ ଆଉ ୧୨୮ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ ବ୍ୟୁରୋ
ଭୁବନେଶ୍ୱରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଥିଲା ବେଳେ ଲୋକଲ କେସ୍ ୪୩ ରହିଛି।
ସୁବଠୁ ଗୁରତ୍ୱପୂର୍ଣ୍ଣ କଥା ଗୋଟିଏ କ୍ୱାରେଣ୍ଟାଇନରୁ...
କଟକ ସହରରୁ ଆଉ ୨୨ ପଜିଟିଭ୍ ଚିହ୍ନଟ
ଓଡିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଶୁକ୍ରବାର ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...
କାଲିଠୁ ନବରଙ୍ଗପୁର ୪୩ ଘଣ୍ଟା ସଟଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ୪୩ ଘଣ୍ଟା ସଟଡାଉନ ରହିବ ନବରଙ୍ଗପୁର ଜିଲ୍ଲା। ଅଗଷ୍ଟ ୧ ସକାଳ ୫ଟାରୁ ୨ ତାରିଖ ରାତି ୧୨ ଯାଏଁ ସଟଡାଉନ ରହିବ।
ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ...
ଓଡ଼ିଶାର ଚାରି ଜିଲ୍ଲାରେ ପୁଣି ବଢ଼ିବ କି ଲକ୍ଡାଉନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶେଷ ହେଉଛି ଜୁଲାଇ ମାସର କରୋନା କଟକଣା। ଆସନ୍ତାକାଲିଠୁ ଅଗଷ୍ଟ ମାସ ଆରମ୍ଭ ହେବ। ରାଜ୍ୟ ସରକାର କ’ଣ ନୂଆ କଟକଣା ଜାରି କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର...
ଢେଙ୍କାନାଳ ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ପ୍ରତି ଶନି ଓ ରବିବାର ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ଢେଙ୍କାନାଳ ଜିଲ୍ଲାପାଳ...
କରୋନା ପାଇଁ କୋରାପୁଟ ମେଡିକାଲ କଲେଜ ଓପିଡି ୫ ଦିନ ବନ୍ଦ
ଓଡିଶାଲାଇଭ୍ ବ୍ୟୁରୋ
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡିକୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ମେଡିକାଲରେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ...
ରାଜ୍ୟରେ ପୁଣି ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଶୁକ୍ରବାର ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି।...
ରାଜ୍ୟରେ ପୁଣି ୧୪୯୯ ପଜିଟିଭ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୧ ହଜାର ୮୭୭
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଖୁ ଦେଖୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଜି ପୁଣି ୨୯ ଜିଲ୍ଲାରୁ ୧୪୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୩୧ ହଜାର...





















