ଓଡ଼ିଶାଲାଇଭ ବ୍ୟୁରୋCORONA POSITIVE

ଭୁବନେଶ୍ୱରରୁ  ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଥିଲା ବେଳେ ଲୋକଲ କେସ୍‌ ୪୩ ରହିଛି।

ସୁବଠୁ ଗୁରତ୍ୱପୂର୍ଣ୍ଣ କଥା ଗୋଟିଏ କ୍ୱାରେଣ୍ଟାଇନରୁ ଆଜି ୧୮ ଜଣ ଆକ୍ରାନ୍ତ ବାହାରିଛନ୍ତି। ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ, ୪ ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ ସାମିଲ ଅଛନ୍ତି।

ଏବେ ସୁଦ୍ଧା ରାଜଧାନୀରେ ୨୭୩୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୩୩ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୫ ଜଣଙ୍କର ମୃତ୍ୟୁ ଘଟିଛି। ୧୨୮୫ଟି ଆକ୍ଟିଭ କେସ୍ ରହିଛି।

Comment