ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ନଭେମ୍ବର ୮ରେ ଫାଇନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍)କୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାର ଅନ୍ତ ଘଟିଛି। ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ ହେବ...
କରୋନା କଟକଣା – ସମ୍ଵଲପୁରର ୪ଟି ସ୍ଥାନରେ ୧୪୪ ଧାରା ଜାରି
ଓଡିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ...
ଝାରସୁଗୁଡ଼ାରୁ ବସ୍ ସେବା ବାତିଲ, ଏହି ୫ଟି ସ୍ଥାନକୁ ଗଡ଼ିବନି ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛି। କରୋନା ସଂକ୍ରମିତ ଅଞ୍ଚଳରୁ କୌଣସି ବସ୍ ଝାରସୁଗୁଡ଼ା ଜିଲ୍ଲାକୁ ଆସିବନି କି ଝାରସୁଗୁଡ଼ାରୁ କୌଣସି ବସ୍...
ଭଦ୍ରକର ୮ ପୋଲିସ କର୍ମଚାରୀ କରୋନା ପଜିଟିଭ୍
ଓଡିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲାର ୮ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭଦ୍ରକ ଏସ୍ପି ଟୁଇଟ୍ କରି ସୂଚନା ଦେଇଛନ୍ତି।
ଏହି କର୍ମଚାରୀମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଆକ୍ରାନ୍ତମାନଙ୍କୁ କୋଭିଡ୍...
କରୋନା ଜାଲରେ ପୋଲସରା ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲସରା ବିଧାୟକ ଏବଂ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍।
ରାଜ୍ୟର ଆଉ ଜଣେ ବିଧାୟକ କରୋନା ଜାଲରେ ପଡ଼ିଛନ୍ତି। ସଂପୃକ୍ତ ବିଧାୟକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରାର। ବିଧାୟକଙ୍କ ସମେତ ତାଙ୍କ...
କରୋନା ପାଇଁ ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ୨ ଦିନ ସଟଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦିନକୁ ଦିନ ଲୋକାଲ୍ କେସ୍ ବଢ଼ିବା ସହିତ କରେନା ଯୋଦ୍ଧାମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗୁରୁବାର ବାଣପୁର...
ବିଧାନସଭାରେ ପଶିଲା କରୋନା, ୫ କର୍ମଚାରୀ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ଜଣ ବିଧାୟକଙ୍କ ପରେ ଏବେ ବିଧାନସଭାର ୫ କର୍ମଚାରୀ କରୋନା ଆକ୍ରାନ୍ତ।
ଓଡ଼ିଶା ବିଧାନସଭାରେ କରୋନା ମହାମାରୀ ପାଦ ଦେଇଛି। ୫ ଜଣ କର୍ମଚାରୀଙ୍କ ରିପୋର୍ଟ ଆଜି ପଜିଟିଭ୍ ଆସିବା ପରେ...
ବ୍ରାଜିଲକୁ ଟପିଲା ଭାରତ – ସାତ ଦିନ ମଧ୍ୟରେ ୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶବ୍ୟାପି ମାଡ଼ିଚାଲିଛି କରୋନାର ଆତଙ୍କ। ପ୍ରତିଦନ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ତେବେ ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଟପ୍ ୩ରେ ଅଛନ୍ତି...
ଆଶା ବଢ଼ାଇଲା ପ୍ଲାଜମା ଥେରାପି – ସୁସ୍ଥ ହେଲେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥବା ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି। ରାଜ୍ୟରେ ପ୍ରଥମେ ପ୍ଲାଜମା ନେଇଥିବା ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି...
ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୨୦ରେ ପହଁଚିଲା ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସମୁଦାୟ ମୃତ୍ୟୁ ସଂଖ୍ୟା ଏବେ ୧୨୦ ଛୁଇଁଲା। ୬ ଜଣ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର...





















