corona recover

ରାଜ୍ୟରେ ସର୍ବାଧିକ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ, ୧୦ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ଆଉ ୬୧୨ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୧୦,୪୭୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ...
bbsr corona update

ଭୁବନେଶ୍ୱରରେ ଆଉ ୯୦ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରେ ଆଜି ପୁଣି ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ...
bihar lock down f

କରୋନା ଆଲର୍ଟ: କାଲିଠୁ ମାସ ଶେଷ ଯାଏଁ ଲକଡାଉନ ରହିବ ବିହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣ। କେତେକ ସ୍ଥାନରେ ସ୍ଥିତି ଅଣାୟତ। ତେବେ ବିହାରରେ ମଧ୍ୟ ଲଗାତାର ଭାବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସେଠାରେ ଜୁଲାଇ ୧୬ରୁ ୩୧...

କଟକ ସହରରେ ସୁଧୁରୁଛି କରୋନା ସ୍ଥିତି, ଆଜି ମାତ୍ର ୪ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ ଧୀର ଧୀରେ କରୋନା ସ୍ଥିତି ସୁଧୁରିବା ଭଳି ମନେ ହେଉଛି। ଆଜି କଟକ ଜିଲ୍ଲାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ସେ ଭିତରୁ ମାତ୍ର...

ଭୀମସାରର ୬ କୋଭିଡ୍ ଯୋଦ୍ଧାଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲ କଲେଜରେ କରୋନା ଆକ୍ରାନ୍ତ ହେଲେ ୬ କୋଭିଡ୍ ଯୋଦ୍ଧା। ହସ୍ପିଟାଲର ୩ ଜଣ ଡାକ୍ତରଙ୍କ ସହ ୩ ଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଡାକ୍ତର ଓ...

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି, ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ‘ପ୍ଲାଜମା ବ୍ୟାଙ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ଼ ରାଜ୍ୟରେ ଆଜିଠୁ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହେବ ଭୁବନେଶ୍ୱରର ସମ୍‌ ଓ କିମ୍‌ସ ହସ୍ପିଟାଲ ଏହି ଚିକିତ୍ସା କରାଯିବ କଟକର ଅଶ୍ୱିନୀ ହସ୍‌ପିଟାଲରେ ମଧ୍ୟ ପ୍ଲାଜମା ଥେରାପି ହେବ ଓଡ଼ିଶାରେ...

ଆଉ ୩ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା – ଗଞ୍ଜାମରୁ ୨, ଭୁବନେଶ୍ୱରରୁ ଜଣେ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ପ୍ରାଣ ହରାଇଲେ ଆଉ ୩ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ...

ଭାରତରେ ଅଣାୟତ୍ତ ହେଉଛି କରୋନା – ଦିନକରେ ୨୯ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୫୮୨ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ପାର୍ କରିଥିବାବେଳେ ଗତ ୨୪ ଘଣ୍ଟାରେ...

ରାଜ୍ୟରୁ ପୁଣି ୬୧୮ ପଜିଟିଭ୍ ଚିହ୍ନଟ – ଗଞ୍ଜାମରୁ ୨୮୬ , ଖୋର୍ଦ୍ଧାରୁ ୧୦୭

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରୁ ଆଜି ୬୧୮ ନୂଆ ପଜିଟିଭ୍ ଚିହ୍ନଟ  ୪୧୧ କ୍ୱାରେଣ୍ଟାଇନରୁ ଚିହ୍ନଟ,୨୦୭ଟି ଲୋକାଲ୍ କେସ୍ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୧୪,୮୯୮କୁ ବୃଦ୍ଧି ରାଜ୍ୟରେ ଏବେ ଲଗାମ ବିହୀନ ହୋଇ...

କରୋନା ମୁକାବିଲା – ଗଞ୍ଜାମ ଯିବେ ୧୩୦ ଡାକ୍ତର, ୫ ଅଫିସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ବେକାବୁ ହେଲାଣି କରୋନା ମହାମାରୀ। ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ଚରମସୀମାରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଗଞ୍ଜାମ ଜିଲ୍ଲା ରହିଛି। ୧୦୦ ଡାକ୍ତର...