ଗତ ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ କରୋନା କେସ୍ – ୬୧୩ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୬ ଲକ୍ଷ ୭୩...
କଟକ କ୍ୟାନସର ହସ୍ପିଟାଲରେ କରୋନା ରୋଗୀଙ୍କ ହଙ୍ଗାମା – ଗୋଡ଼େଇ ଗୋଡ଼େଇ ଛୁଇଁବାକୁ ଉଦ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ କ୍ୟାନସର ହସ୍ପିଟାଲରେ ହଙ୍ଗାମା ମଚାଇଲେ କରୋନା ରୋଗୀ। ଗତକାଲି କିଛି କରୋନା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ନେବା ସମୟରେ ସେମାନେ ଗୋଡ଼ାଇ ଗୋଡ଼ାଇ ଅନ୍ୟମାନଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯାହାକୁ...
ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ‘କେତେ ନୂଆ ବାଟ’ର ଷଷ୍ଠ ଅଧ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=VZZVRX2k7Gk]
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
ଏଥରର ପ୍ରସଙ୍ଗ – କୋଭିଡ୍ ମୁକାବିଲାରେ ଯୁବପିଢ଼ିଙ୍କ ଭୂମିକା
ଆଗଧାଡ଼ିର ଯୁବ କରୋନା...
ଗୋଷ୍ଠୀ ସଂକ୍ରମଣ ଭୟ, ଚାରି ଦିନରେ ୩୦ରୁ ଅଧିକ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଜୁଲାଇ ୧ ତାରିଖରୁ ୪ ତାରିଖ ମଧ୍ୟରେ ୩୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ସରକାରୀ ଭାବେ...
କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଏବେ କରୋନା ହଟ୍ସ୍ପଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାନ୍ସର ହସ୍ପିଟାଲରୁ ଚିହ୍ନଟ ହେଲେଣି ୧୧୩ କରୋନା ରୋଗୀ।
କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବେ କରୋନା ହଟ୍ସ୍ପଟ୍ ପାଲଟି ଯାଇଛି। ମାତ୍ର ୧୨ ଦିନ ଭିତରେ ୧୧୩ ଆକ୍ରାନ୍ତ ଚିହ୍ନଟ...
ବାହାଘର ବେଳେ କୋଭିଡ୍ ନିୟମ ଭାଙ୍ଗି ଗିରଫ ହେଲେ ବର ବାପା ଓ ବଡ଼ବାପା, ହୋଟେଲ ସିଲ୍
ଓଡ଼ିଶାଲାଇଭ ବ୍ୟୁରୋ
ବାହାଘର ବେଳେ କୋଭିଡ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଏକ ବାହାଘରରେ କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବରର ବାପା ଓ ବଡ଼ବାପାଙ୍କୁ ପୋଲିସ...
ରେଡିଓ ଧାରାବାହିକ ‘କେତେ ନୂଆ ବାଟ’: ଏଥରର ପ୍ରସଙ୍ଗ – କୋଭିଡ୍ ମୁକାବିଲାରେ ଯୁବପିଢ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=VZZVRX2k7Gk]
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
ଏଥରର ପ୍ରସଙ୍ଗ – କୋଭିଡ୍ ମୁକାବିଲାରେ ଯୁବପିଢ଼ିଙ୍କ ଭୂମିକା
ଆଗଧାଡ଼ିର ଯୁବ କରୋନା...
ରାଜ୍ୟର ଆଉ ୨୨୯ ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାରୁ ସସ୍ଥ ହେଲେ ଆଉ ୨୨୯ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ...
ରାଜଧାନୀରୁ ଆଉ ୪୫ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୫ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।
ଆଜି କ୍ୱାରେଣ୍ଟାଇନରେ ଥିବା...
କରୋନା ପାଇଁ ବୋଲବମ୍ ଯାତ୍ରା ବନ୍ଦ, କଟକଣା ଲଗାଇଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=2wlYTWzWajE]କରୋନା ପାଇଁ ଏଥର ଶ୍ରାବଣ ମାସର ବୋଲବମ୍ ଯାତ୍ରା ବନ୍ଦ। କୌଣସି କାଉଡ଼ିଆ ପାଣି ନେଇ ମନ୍ଦିରରେ ଜଳଲାଗି କରିପାରିବେ ନାହିଁ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ...





















