ନୟାଗଡ଼ରେ ୨୨ ଗହଣା ଦୋକାନ ସଟଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ରେ ଜଣେ ଅଳଙ୍କାର ଦୋକାନୀ ଏବଂ ତାଙ୍କ ପରିବାରର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୨୨ଟି ଗହଣା ଦୋକାନ ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସଂକ୍ରମଣ...
ରଥଯାତ୍ରା ପାଇଁ କ’ଣ ସର୍ତ୍ତାବଳୀ ରଖିଲେ ସୁପ୍ରିମକୋର୍ଟ?
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଜାଣନ୍ତୁ ସର୍ତ୍ତାବଳୀରେ କ’ଣ ଅଛି?
କୋଭିଡ୍ କଟକଣା ଭିତରେ ହେବ ରଥଯାତ୍ରା।
ପୁରୀ ସହରରେ କର୍ଫ୍ୟୁ ଲଗାଯିବ।
ରଥଟଣା ବେଳେ ବି...
୩ ମନ୍ତ୍ରୀଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତିନି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ...
ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା – ସକାଳ ୭ଟାରୁ ପହଣ୍ଡି, ଦିନ ୧୨ଟାରୁ ରଥଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାବାହୁ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ଭିତରେ ରଥଯାତ୍ରା...
ଆସନ୍ତାକାଲି ଶ୍ରୀଗୁଣ୍ଡିଚା – ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ଘନଘନ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଚାଲିଛି ମାରାଥନ ବୈଠକ। ରଥଯାତ୍ରା ସୁରୁଖୁରୁରେ ହେବାନେଇ ଆଲୋଚନା।
ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିରାଜମାନ କରି ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏଥିପାଇଁ ସୁପ୍ରିମକୋର୍ଟ...
ଏଥର ପୁରୀ ବଡ଼ଦାଣ୍ଡରେ ଗଡ଼ିବ ରଥ, ସୁପ୍ରିମକୋର୍ଟ ଦେଲେ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ପୁରୀ ରଥଯାତ୍ରାକୁ ଅନୁମତି
ସମନ୍ୱୟରେ ହେଉ ରଥଯାତ୍ରା: ସୁପ୍ରିମକୋର୍ଟ
ସ୍ୱାସ୍ଥ୍ୟ ସମସ୍ୟାରେ ସାଲିସ୍ କରାଯିବ ନାହିଁ
ଭିଡିଓ କନଫରେନ୍ସିଂରେ ହେଲା ଶୁଣାଣି
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ...
ପୁରୀ ଜିଲ୍ଲାପାଳ କହିଲେ – ରଥଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ରଥଯାତ୍ରା ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ ଅଛି। ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି। ସୁପ୍ରିମକୋର୍ଟ ଯାହା ରାୟ ଦେବେ ତାକୁ ଗ୍ରହଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ।
ପୁରୀ ରଥଯାତ୍ରାକୁ...
ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଯୁକ୍ତି – ଏଥର ରଥଯାତ୍ରା ନହେଲେ ୧୨ ବର୍ଷ ଯାଏଁ ହୋଇପାରିବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ବିଭିନ୍ନ ଆଡୁ ଚାପ ପଡ଼ିବା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ରଥଯାତ୍ରା ସପକ୍ଷରେ ବାହାରିଛନ୍ତି। ଏନେଇ କେନ୍ଦ୍ର ସଲିସିଟର ଜେନେରାଲ...
ନୟାଗଡ଼: ଅଳଙ୍କାର ଦୋକାନୀଙ୍କୁ କରୋନା, ପରିବାର ୫ ଜଣ ସଂକ୍ରମିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ରେ ଅଳଙ୍କାର ଦୋକାନୀଙ୍କୁ କରୋନା। ସଂକ୍ରମିତ ଅଳଙ୍କାର ବ୍ୟବସାୟୀଙ୍କ ପରିବାରର ୫ଜଣ ସଦସ୍ୟଙ୍କଠାରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଦୁଇ ଦିନ ତଳେ ଅଳଙ୍କାର ଦୋକାନୀଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା।
ଏହାଛଡ଼ା...
ଲୁହ ମାଧ୍ୟମରେ ବ୍ୟାପିପାରେ କରୋନା ଭାଇରସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ବର୍ତ୍ତମାନ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୧୪,୮୨୧ ନୂଆ କରୋନା ପଜିଟିଭଙ୍କ ଚିହ୍ନଟ ହୋଇଛି। କରୋନା ସଂକ୍ରମଣକୁ ନେଇ ଅନେକ...




















