ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପାଇଁ ଖୁସି ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୧,୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ...

ଶେଷ ସେମିଷ୍ଟାର ବାତିଲ୍ କରିବାକୁ ଦାବି କଲେ ଉତ୍କଳ ଓ ରମାଦେବୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଜି ଓ +୩ର ଶେଷ ସେମିଷ୍ଟାର ପରୀକ୍ଷା ବାତିଲ କରିବାକୁ ଦାବି କଲେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାଛାତ୍ରୀ। କରୋନା ସଂକ୍ରମଣ ସମୟରେ ପରୀକ୍ଷା କରିବା ବିପଦଜନକ ବୋଲି କହି...

ପୁରୀରେ ସ୍ନାନଯାତ୍ରା ବେଳେ ମାସ୍କ ପିନ୍ଧିଲେନି ସେବାୟତ – ହାଇକୋର୍ଟରେ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହାକୁ ନେଇ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସେବାୟତମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି...

ଭୁବନେଶ୍ଵରରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ହେଲେ ଡମଣା ଅଞ୍ଚଳର ୨୫ ବର୍ଷିୟ ଯୁବକ। ନିକଟରେ ସେ ମୁମ୍ଵାଇରୁ ଫେରିଥିଲେ। ଏନେଇ ସୂଚନା ଦେଇଛି...

ପୁଣି ସାମାଜିକ ଦୂରତା ନିୟମ ଭାଙ୍ଗିଲେ ଅପରାଜିତା, ଭିଡ଼ ଭିତରେ ଭୂମିପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡ୍ ୧୯ ନିୟମ ଭାଙ୍ଗିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ। ସୋମବାର ହଂସପାଳ ଓଭରବ୍ରିଜର ଶିଳାନ୍ୟାସ ସମୟରେ ଅପରାଜିତା ଏହି ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଛି। ସୋମବାର ସାଂସଦ ଅପରାଜିତା ଷଡଙ୍ଗୀ...

ଦିଲ୍ଲୀ ସରକାରଙ୍କ ନୂଆ ନିୟମ – କରୋନା ଚିକିତ୍ସା ପାଇଁ ଦେଖାଇବାକୁ ପଡ଼ିବ ପରିଚୟପତ୍ର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସରକାରଙ୍କ ଆଉ ଏକ ପଦକ୍ଷେପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣିକି ଦିଲ୍ଲୀରେ କରୋନା ରୋଗୀଙ୍କୁ ଚିକିତ୍ସା ହେବା ଲାଗି ଆଧାରକାର୍ଡ, ଭୋଟର...

ଦେଶରେ କରୋନା ସ୍ଥିତି ଗମ୍ଭୀର – ୨୪ ଘଣ୍ଟାରେ ୯୯୮୩ ପଜିଟିଭ୍, ୨୦୬ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯୯୮୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ...

୧୮ ଜିଲ୍ଲାରୁ ୧୩୮ ନୂଆ କରୋନା ପଜିଟିଭ୍, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯୯୪ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ସୋମବାର ରାଜ୍ୟରେ ୧୮ ଜିଲ୍ଲାରୁ ଆଉ ୧୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ପଜିଟିଭ୍...

ନୟାଗଡ଼ରେ ଗୋଷ୍ଠୀ ସଂକ୍ରମଣ ଭୟ, ୩ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜନବସତି ମଧ୍ୟରେ ୪ ଆକ୍ରାନ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କଲେଜ ପଢୁଆ ଛାତ୍ର ମୋଟ ପଜିଟିଭ୍ ସଂଖ୍ୟା ୯୦ ଛୁଇଁଲା ଜମ୍ମୁ ଓ କଶ୍ମୀରରୁ ଫେରିଲେ ୯୩ ପ୍ରବାସୀ ସମସ୍ତଙ୍କୁ...

ମାସ୍କ କିଣାରେ ଦୁର୍ନୀତି – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ୟ ରାଜ୍ୟମାନେ କମ୍‌ ମୂଲ୍ୟରେ ମାସ୍କ କିଣିଥିବା ବେଳେ ଓଡ଼ିଶା ୧୬ ଟଙ୍କାରେ କାହିଁକି ମାସ୍କ କିଣିଲା? କୋଭିଡ୍‌ କିଟ୍‌ କିଣାରେ ବ୍ୟାପକ ହେରଫେର ହୋଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପଦବୀରୁ...