କ୍ରୀଡ଼ା ଜଗତର ଭବିଷ୍ୟତ ନେଇ ସିଆଇଆଇର ୱେବିନାର୍, ଆଜି ୪ଟାରେ – ଓଡ଼ିଶାଲାଇଭରେ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରୀଡ଼ା ଜଗତର ଭବିଷ୍ୟତ ଉପରେ ହେବ ଜୋରଦାର୍ ଚର୍ଚ୍ଚା
ଭାଗନେବେ ଜଣାଶୁଣା କ୍ରୀଡ଼ାବିତ, କ୍ରୀଡ଼ା ସଙ୍ଗଠକ, ସାମ୍ବାଦିକ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ
ଓଡ଼ିଶାଲାଇଭର ୟୁଟ୍ୟୁବ୍ ଏବଂ...
ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା – ୨୪ ଘଣ୍ଟାରେ ଆଉ ୯୮୮୭ ଜଣ ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ପଜିଟିଭ୍ ସଂଖ୍ୟା। ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯୮୮୭ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୨୯୪...
ରାଜ୍ୟରେ ପୁଣି ୧୭୩ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶନିବାର ରାଜ୍ୟରେ ଆଉ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି...
ପ୍ରବାସୀ ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ଘରକୁ ପଠାଅ: ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ସ୍ଥାନରେ ଯେଉଁ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି ସେମାନଙ୍କୁ ୧୫ ଦିନ ମଧ୍ୟରେ ନିଜ ନିଜ ଘରକୁ ପଠାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଟକି ରହିଥିବା ଶ୍ରମିକମାନଙ୍କ ଦୁଃସ୍ଥିତି...
କଟକଣା ଭିତରେ ସରିଲା ସ୍ନାନଯାତ୍ରା, ଅଣସର ଘରେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ଭିତରେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏବେ ଅଣସର ଘରେ ବିରାଜମାନ କରିଛନ୍ତି ମହାପ୍ରଭୁ।
ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ଶେଷ ହୋଇଛି ଦେବସ୍ନାନ ପୂର୍ଣ୍ଣିମା। ତିନି ଠାକୁରଙ୍କ ମହାସ୍ନାନ ଓ...
୯ ଆଇଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର କରୋନା ମୁକାବିଲା ଟିମରୁ ଦିଆଗଲା ଅବ୍ୟାହତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ୯ ଆଇଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱରୁ ଦେଲେ ଅବ୍ୟାହତି।
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ପ୍ରତିଦିନ...
ପ୍ରତି ଶନି ଓ ରବିବାର ୧୧ ଜିଲ୍ଲା ସଟ୍ଡାଉନ୍ – କେବଳ ଜରୁରୀ ସେବା ଖୋଲା, ଆଉ ସବୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ସଟ୍ଡାଉନ ଘୋଷଣା କରିଛନ୍ତି। ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ଜୁନ୍...
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଉ ୧୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ୧,୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ...
ସଟ୍ଡାଉନ୍ କଟକଣା ଭିତରେ ହୋଇପାରିବ ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାଘର କରିବା ପାଇଁ ପୋଲିସଠାରୁ ଆଣିବାକୁ ପଡ଼ିବ ଅନୁମତି।
କରୋନା କଟକଣା ଭିତରେ ୫୦ ଜଣ ଅତିଥିଙ୍କୁ ନେଇ ବାହାଘର ହୋଇପାରିବ ବୋଲି ସରକାର ଅନୁମତି ଦେଇଥିଲେ। ତେବେ ଏହି ମାସରେ ପ୍ରତି...
ସଟ୍ଡାଉନ୍ – ଟୁଇନସିଟିରୁ ବାହାରକୁ ଗଲେ ନେବାକୁ ପଡ଼ିବ ପୋଲିସର ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଟ୍ଡାଉନ୍ ବେଳେ କଟକ-ଭୁବନେଶ୍ୱର ବାହାରକୁ ଯାଉଛନ୍ତି କି? ଯଦି ହଁ, ତାହାଲେ କମିସନରେଟ୍ ପୋଲିସଠାରୁ ଅନୁମତି ଆଣିବାକୁ ଭୁଲନ୍ତୁ ନାହିଁ। ପୋଲିସ ହେଲ୍ପ ଲାଇନ ନମ୍ବର ୧୦୦କୁ କଲ୍ କରି ଗାଡ଼ି...





















