କଟକରେ ଡାକ୍ତରଙ୍କୁ କରୋନା – ଖୋଳତାଡ଼ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଟି ହସ୍ପିଟାଲ ଶିଶୁ ରୋଗ ଆଉଟଡୋର ବନ୍ଦ
ବିଶୋଧନ କଲା ପ୍ରଶାସନ
କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ
ସିଟି ହସ୍ପିଟାଲର ୨୦ ଜଣଙ୍କ ସ୍ୱାବ୍ ସଂଗ୍ରହ
୧୯ ପରଠୁ ଡାକ୍ତର ଆସି...
ମହାପ୍ରଭୁଙ୍କ ସ୍ନାନଯାତ୍ରା – କରୋନା ପରୀକ୍ଷା ପାଇଁ ଦଇତାପତିଙ୍କର ନମୁନା ସଂଗ୍ରହ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସୁରୁଖରୁରେ ସ୍ନାନଯାତ୍ରା ସମ୍ପନ୍ନ କରିବା ଲାଗି ଦଇତାପତି ସେବାୟତଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ଚାଲିଛି। ସିଡିଏମ୍ଓଙ୍କ...
କରୋନା – ନାହିଁ ଆଉ ସେଇ ଭାଇଚାରା ଓ ବନ୍ଧନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଆସିବା ପରେ ଭାଇଚାରା, ବନ୍ଧନ ଓ ପରସ୍ପରକୁ ସାହାଯ୍ୟ କରିବା ମନୋବୃତ୍ତିଟି ପୂରା ଉଭେଇ ଯାଇଛି। ସେହି ସବୁ ମାନବିକତାର ଗୁଣଗୁଡ଼ିକ ଆଜି ଇତିହାସ। ସାମାଜିକ ଦୂରତ୍ୱ ଏବେ ପାଲଟିଛି...
ରାଜ୍ୟରେ ପୁଣି ୭୬ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ବୁଧବାର ରାଜ୍ୟରେ ଆଉ ୭୬ ଜଣ ଲୋକ କରୋନା ସଂକ୍ରମିତ ହେବା ସହିତ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୫୯୩କୁ ବୃଦ୍ଧି...
କଟକରେ ଜଣେ ଡାକ୍ତରଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଅଛନ୍ତି।
ଡାକ୍ତରଙ୍କୁ ପ୍ରଥମେ ଜ୍ୱର...
କରୋନା ବେଳେ ବାତ୍ୟାଞ୍ଚଳ ଗସ୍ତ କଲେ ବୈଜୟନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଫେରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାର ବାତ୍ୟାଞ୍ଚଳ ପରିଦର୍ଶନକୁ ନେଇ ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବାତ୍ୟାଞ୍ଚଳ ପରିଦର୍ଶନ ବେଳେ ବୈଜୟନ୍ତ କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧାର ରାଜେଶ ପାଲ୍...
ସରକାରଙ୍କୁ ଗୁହାରି କଲେ ଯାତ୍ରା କଳାକାର – ଲକ୍ଡାଉନ୍ ଆମକୁ ମାରିଦେଲା, ଆମେ କେମିତି ବଞ୍ଚିବୁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପେଶାଲ ପ୍ୟାକେଜ ଦାବି କଲେ ଯାତ୍ରା କଳାକାର।
‘‘ଯେଉଁ ସମୟରେ ଲକ୍ଡାଉନ୍ ହେଲା ସେହି ସମୟରେ ଯାତ୍ରା ପରିବେଷଣ ହୋଇଥାନ୍ତା। ମାଲିକମାନେ ରୋଜଗାର କରିଥାନ୍ତେ। ଆମେ ମଧ୍ୟ ସେଥିରୁ ଦି ପଇସା ପାଇଥାନ୍ତୁ।...
୩ କରୋନା ଆକ୍ରାନ୍ତ ଚିହ୍ନଟ – ଚିଲିକା ବଡ଼କୂଳ ପଞ୍ଚାୟତ ୭୨ ଘଣ୍ଟା ପାଇଁ ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକର ବନକୂଳ ପଞ୍ଚାୟତକୁ ୭୨ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏହି ପଞ୍ଚାୟତରୁ ତିନି ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏହି...
ମୋଦୀଙ୍କ ଦ୍ୱିତୀୟ ପାଳି ସରକାରକୁ ପୂରିବ ବର୍ଷେ, ବିଜେପି କରିବ ଭର୍ଚୁଆଲ ରାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିଟାଲ ପ୍ଲାଟଫର୍ମ ଜରିଆରେ ୧୦ କୋଟି ଲୋକଙ୍କୁ ଯୋଡ଼ିବ ବିଜେପି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ମେ’ ୩୦ରେ ବର୍ଷେ ପୂରିବ। ବିଜେପି ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ଏହି...
ସୁସ୍ଥ ହେଲେ ଆଉ ୮୪ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ...





















