ଧୈର୍ଯ୍ୟ ଓ ସାହସର ସହ କରୋନା ମୁକାବିଲା କରିବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭୂତାଣୁକୁ ମିଳିମିଶି ମୁକାବିଲା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ...

ବଲିଉଡ୍‌ କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମାର୍ଚ୍ଚ ୧୫ରେ ଲଣ୍ଡନରୁ ଲକ୍ଷ୍ନୌକୁ ଫେରିଥିଲେ। ଫେରିଲା ବେଳେ ସେ ବିମାନବନ୍ଦର ଯାଞ୍ଚରୁ ରକ୍ଷା ପାଇବା ପାଇଁ...

କରୋନା ଡର – UPSC ମେନ୍ ଇଣ୍ଟରଭ୍ୟୁ ସ୍ଥଗିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କାୟା ମେଲାଉଛି କରୋନା ଭାଇରସ୍‌। ସେଥିପାଇଁ ୟୁପିଏସ୍‌ସି ମେନ୍‌ ସାକ୍ଷାତକାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ କଲା ୟୁପିଏସ୍‌ସି। ସାକ୍ଷାତକାରର ପରବର୍ତ୍ତୀ...

ମୋଦୀଙ୍କ ‘ଜନତା କର୍ଫ୍ୟୁ’କୁ ନବୀନଙ୍କ ସମର୍ଥନ – ରବିବାର ସକାଳ ୭ରୁ ରାତି ୯ଟା ଯାଏଁ ଘରୁ ବାହାରିବାକୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର...

ନବରଙ୍ଗପୁରରେ ଏପ୍ରିଲ ପହିଲା ଯାଏଁ ବନ୍ଦ ରହିବ ମନ୍ଦିର, ମସଜିଦ, ଚର୍ଚ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରେ କରୋନା ପାଇଁ ସଚେତନ ହେଲା ପ୍ରଶାସନ। ଏପ୍ରିଲ ପହିଲା ଯାଏଁ ନବରଙ୍ଗପୁରରେ ସମସ୍ତ ମନ୍ଦିର, ମସଜିଦ ଓ ଚର୍ଚ୍ଚକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦୈନନ୍ଦିନର ସେବା ଓ...

ଗର୍ଭବତୀ ବା ପିଲାଙ୍କ ଉପରେ କରୋନା ପ୍ରଭାବ ଅଧିକ କି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। ତେଣୁ ଛୋଟ ପିଲା ବା ଗର୍ଭବତୀ ମହିଳାଙ୍କ ଉପରେ କରୋନା ଭାଇରସର ଯେ ଅଧିକ ପ୍ରଭାବ ରହିଛି ସେଭଳି କୌଣସି ପ୍ରମାଣ...

କରୋନା ପ୍ରଭାବରେ ମୃତ୍ୟୁ ଘଟିପାରେ କି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ   ଯେ କୌଣସି ରୋଗରେ ଅବସ୍ଥା ଗୁରୁତର ହେଲେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିପାରେ। ତେବେ ଠିକଣା ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବପର ହୋଇଥାଏ। କରୋନା...

କରୋନା ଭୟ – ସରକାରୀ ଅଫିସ୍‌ରେ ବୈଠକ ମନା, ଜୟନ୍ତୀ ଓ ମାଲ୍ୟାର୍ପଣ ବି ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାର ଭୟାବହତା ଏବେ ବଢ଼ି ଚାଲିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ...

ଗଞ୍ଜାମ ଜିଲ୍ଲାରେ କରୋନା କଟକଣା – ବସରେ ବସିବେ ଅଧାଯାତ୍ରୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିପାଇଁ ଶୁକ୍ରବାର ପ୍ରଶାସନ ତରଫରୁ ସିଟି ବସ ଓ ଘରୋଇ...

କରୋନା ପାଇଁ ମହାରାଷ୍ଟ୍ରର ୪ ସହର ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ବଡ଼ ପଦକ୍ଷେପ ନେଲେ ମହାରାଷ୍ଟ୍ର ସରକାର। ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ମହାରାଷ୍ଟ୍ରର ୪ ସହର। ମୁମ୍ଵାଇ, ପୁଣେ, ନାଗପୁର ଓ ପିମ୍ପରି ଜିଲ୍ଲାକୁ ଲକ୍‌ ଡାଉନ...