କରୋନା କଟକଣା – ବନ୍ଦ ହେଲା ବିୟୁଟି ପାର୍ଲର, ସେଲୁନ୍ ଓ ସ୍ପା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା କରିବା ପାଇଁ ଏବେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୁରୁବାର ରାଜ୍ୟ ସରକାର ଏଭଳି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁଥିରେ...

କରୋନା ସତର୍କତା – ପୋଖରୀ ଗାଧୁଆକୁ ବାରଣ କଲେ ସରକାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାଠାରୁ ଦୂରେଇ ରହିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ପ୍ରତିଦିନ ନୂଆ ନୂଆ କଟକଣା ଜାରି କରୁଥିବା ସରକାର ଆଜି ଗାଧୁଆ ଉପରେ କଟକଣା ଜାରି...

ଜାଣନ୍ତୁ, କରୋନାକୁ ନେଇ କ’ଣ ରହିଛି ୨୪ ଘଣ୍ଟାର ତାଜା ସୂଚନା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ସମ୍ପର୍କରେ ବର୍ତ୍ତମାନ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। କରୋନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିଟି ଅପଡେଟ ସମ୍ପର୍କରେ ସେ ସୂଚନା...

ଥଣ୍ଡା, ଜ୍ଵର ଅନୁଭବ କଲେ ୧୪ଦିନ ଛୁଟିରେ ଯିବେ ସରକାରୀ କର୍ମଚାରୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ   ଥଣ୍ଡା, ଜ୍ଵର ଅନୁଭବ କଲେ ୧୪ଦିନ ଛୁଟିରେ ଯିବେ ସରକାରୀ କର୍ମଚାରୀ। ଏହି ୧୪ଦିନ ଛୁଟିରେ ହୋମ ଆଇସୋଲେସନରେ ରହିବେ ସରକାରୀ କର୍ମଚାରୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ...

ବୟସ୍କଙ୍କ ପାଇଁ କରୋନା ଚିନ୍ତା – ୧୨ ଫର୍ମୁଲା ଦେଲେ ସୁବ୍ରତ ବାଗ୍‌ଚି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=SjwpPfslxtI] ବୟସ୍କ ଲୋକଙ୍କୁ କରୋନାଠାରୁ ଦୂରେଇ ରଖିବା ସହ ସେମାନେ କିଭଳି ମାନସିକ ସ୍ତରରେ ଖୁସି ରହିବେ ସେ ନେଇ ବାଗ୍‌ଚି ଦେଇଛନ୍ତି ୧୨ଟି ଫର୍ମୁଲା ବା ସୂତ୍ର। କରୋନା ଭୂତାଣୁ...

କରୋନାରେ ଗଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=RwfxSa2Fk3g] କରୋନା ଭାଇରସ୍‌ରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଭାରତରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୃତକ ଜଣକ ପଞ୍ଜାବର ୭୦ ବର୍ଷିୟ ବୃଦ୍ଧ...

ଆଇସିଏମ୍ଆର୍ ଦେଲା ଖୁସି ଖବର – ଭାରତୀୟ ସମାଜରେ ବ୍ୟାପୁନି କରୋନା ଭାଇରସ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି କରୋନା ଭାଇରସ୍। ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ICMR)।...

କରୋନା ଟାର୍ଗେଟରେ କିଏ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଅତୀତରେ ହୋଇଥିବା ବିଭନ୍ନ ଭୂତାଣୁଜନିତ ସଂକ୍ରମଣରେ ଦେଖାଯାଇଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକେ ଏଥିରେ ଅଧିକ ସଂକ୍ରମିତ ହୋଇଥାନ୍ତି। ଯେପରିକି ୧୯୮୦ରେ ଦେଖାଦେଇଥିବା ଫ୍ଲୁ ପ୍ରଭାବରେ ସମଗ୍ର ବିଶ୍ୱରେ...

ଗଞ୍ଜାମରୁ ଉଠିଲା ୧୪୪ ଧାରା   

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ପାଇଁ ଗଞ୍ଜାମ ଜିଲ୍ଲାରେ ଜାରି ହୋଇଥିବା ୧୪୪ ଧାରାକୁ ଉଠାଇ ଦିଆଯାଇଛି। ହେଲେ ସାମାଜିକ ମିଳାମିଶା, ଅଯଥାରେ ଗହଳି କରିବା ଉପରେ କଟକଣା ଜାରି କରାଯାଇଛି। ଏହାସହ...

ଚିକେନ୍ ଓ ଅଣ୍ଡାରେ ନାହିଁ କରୋନା ଭୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିକେନ୍‌ ଏବଂ ଅଣ୍ଡା ଉପରେ କୌଣସି କଟକଣା ନାହିଁ। ଆଗରୁ ଯେମିତି ଚିକେନ୍‌ ଓ ଅଣ୍ଡା ଖାଉଥିଲେ ଏବେ ବି ସେମିତି ଖାଇ ପାରିବେ। ଏଥିରେ କରୋନାର ଭୟ ନାହିଁ। ଭୁବନେଶ୍ୱର...