oxygen

ଓଡ଼ିଶାରେ ମହଜୁଦ ଅଛି ଯଥେଷ୍ଟ ଅକ୍ସିଜେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ଦେଶରେ ମେଡିକାଲ ଅକ୍ସିଜେନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ଦେବଦୂତ ସାଜି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛି। ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ...

ଦେଶରେ କରୋନା ସ୍ଥିତି ସଙ୍ଗୀନ – ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ପୁଣି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,...

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନିୟମ କୋହଳ – ଟିକା ପ୍ରମାଣପତ୍ର କିମ୍ଵା କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ୭...

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଜାରି ହୋଇଥିବା କ୍ଵାରେଣ୍ଟାଇନ୍ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଫେରନ୍ତା ଜଣେ ଲୋକ ଯଦି ଦୁଇଟି ଡୋଜ୍ କୋଭିଡ୍ ଟିକା...

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା – ବୁଧବାର ସୁଦ୍ଧା ସ୍ପଷ୍ଟ ହେବ ଟିକା ମାଗଣା ମିଳିବ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଟିକାକରଣ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ପହିଲାରୁ ୧୮ରୁ ୪୫ ବର୍ଷୀୟ ଲୋକଙ୍କୁ କରୋନା ଟିକା ଦିଆଯିବ। ଏଣୁ ତା ପୂର୍ବରୁ ସରକାରଙ୍କୁ ସ୍ଥିର କରିବା ପାଇଁ ହେବ...

ରାଜ୍ୟରେ ଅଣାୟତ୍ତ କରୋନା – ଲଗାତାର ତୃତୀୟ ଦିନରେ ୬ ହଜାର ଟପିଲା ସଂକ୍ରମଣ, ୮ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ...

ଦେଶରେ କାୟା ବିସ୍ତାର କରୁଛି କରୋନା – ପୁଣି ବାହାରିଲେ ୩ଲକ୍ଷରୁ ଅଧିକ ପଜିଟିଭ୍‌, ୨୬୨୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ହୁ ହୁ ହୋଇ ବଢ଼ୁଛି ଦୈନିକ ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ୩ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ...

ସୁନ୍ଦରଗଡ଼ ଏନଟିପିସି ହସ୍ପିଟାଲରେ କୋଭିଡ୍ ପରିଚାଳନା ସମୀକ୍ଷା କଲେ ଜିଲ୍ଲାପାଳ, ବଢ଼ିବ ୧୦ଟି ଭେଣ୍ଟିଲେଟର ବେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ଟେଷ୍ଟିଂ, ଟ୍ରିଟମେଣ୍ଟ୍ ଓ ଟିକାକରଣକୁ ଗୁରୁତ୍ୱ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ ସୁନ୍ଦରଗଡ଼ରେ ଖୋଲିବ ୨୦୦ ଶଯ୍ୟା ବିଶିଷ୍ଟ ଟିଏମସି କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି...

ଡରାଉଛି କରୋନା – ରାଜ୍ୟରେ ୬ହଜାର ଟପିଲା ଦୈନିକ ସଂକ୍ରମଣ, ୮ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ହେବାରେ ଲାଗିଛି। ଏହି ଲହରରେ ବିଭନ୍ନ ପ୍ରକାରର ନୂଆ ଷ୍ଟ୍ରେନ ଚିହ୍ନଟ ହେଉଛନ୍ତି। ଦୁଇ ଦିନ ହେବ ରାଜ୍ୟରୁ ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍...

ରାଜ୍ୟର ସବୁ ବଡ଼ ବଡ଼ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସମସ୍ତ ବଡ଼ ବଡ଼ ହସ୍ପିଟାଲରେ ଏବେ କରୋନା ରୋଗୀ ଭର୍ତ୍ତି। ପଶ୍ଚିମ ଓଡ଼ିଶାର ହସ୍ପିଟାଲଗୁଡ଼ିକରେ ନୂଆ କରୋନା ସଂକ୍ରମିତଙ୍କ ପାଇଁ ବେଡ୍‌ ନଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଘରୋଇ...

ଦେଶରେ ଦୈନିକ ବଢୁଛି ସଂକ୍ରମଣ – ୨୪ଘଣ୍ଟାରେ ୩ଲକ୍ଷ ୩୨ହଜାର ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା କାୟା ବିସ୍ତାର କରିଚାଲିଛି। ଏବେ ଦୈନିକ ୩ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ...