ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନରେ ସୁରକ୍ଷିତ ରକ୍ତ ପରୀକ୍ଷା ନିମନ୍ତେ ଆଇଡି-ନାଟ୍...

କରୋନା ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ଏବଂ ଏକାଧିକ ରୋଗରେ ପୀଡ଼ିତ ୪୫ରୁ ୬୦ ବର୍ଷର ବ୍ୟକ୍ତିମାନେ କରୋନାକୁ ହରାଇବା ପାଇଁ...

ମାର୍ଚ୍ଚ ଗାଇଡଲାଇନରେ ଯାତ୍ରାକୁ ଅନୁମତି – ୨ହଜାର ଦର୍ଶକଙ୍କୁ ନେଇ ପୁଣି ଦୁଲୁକିବ ପେଣ୍ଡାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ପାଇଁ ଓଡ଼ିଶା ସରକାର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ...

ମାର୍ଚ୍ଚ ପହିଲାରୁ ବୟସ୍କ ନେବେ କରୋନା ଟିକା – ଭୁବନେଶ୍ଵରର ୨୨ଟି କେନ୍ଦ୍ରରେ ହେବ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ...

ଓଡ଼ିଶାରେ ପୁଣି ମାଡ଼ିଲାଣି କରୋନା – ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପୁଣି କରୋନା ମୁଣ୍ଡ ଟେକିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି, ଯାହା ଗତ...

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ କରୋନା ଟିକା – ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପରେ ଏବେ ବୟସ୍କମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି...

ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ – ବୟସ୍କ ନେବେ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧ ତାରିଖରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ  ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ...

କରୋନାର ନୂଆ ଷ୍ଟ୍ରେନ୍ – କ’ଣ ରହିଛି ଲକ୍ଷଣ, କେମିତି ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ନୂଆ ଷ୍ଟ୍ରେନକୁ କିପରି ଚିହ୍ନିବେ ଏବଂ ଏଥିପାଇଁ କେମିତି ସତର୍କ ରହିବେ ଜାଣନ୍ତୁ। ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ...

ସ୍କୁଲରେ ପାଠପଢା ଛଡ଼ା ଅନ୍ୟ କାର୍ଯ୍ୟକ୍ରମ ମନା – ଗଣଶିକ୍ଷା ବିଭାଗ ଦେଲା ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାକୁ କରୋନା ଭୟ ଘାରିଲାଣି। ପୁଣିଥରେ ଯେମିତି ରାଜ୍ୟରେ ସଂକ୍ରମଣ ନବଢ଼ିବ ସେଥିପାଇଁ ସରକାର ପ୍ରସ୍ତୁତି...

ରାୟଗଡ଼ାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଥମେ ଟିକା ନେଲେ ଜିଲ୍ଲାପାଳ ଓ ଏସ୍‌ପି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ପ୍ରାଥମିକ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବା ପରେ ଏବେ ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ...