ରାଜ୍ୟରେ କରୋନା ତାଣ୍ଡବ – ଗତ ୨୪ ଘଣ୍ଟାରେ ୨୧୦ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...

ଦେଶରେ କରୋନା ସ୍ଥିତି ସାଙ୍ଘାତିକ – ଦିନକରେ ୬୨ ହଜାରରୁ ଊର୍ଦ୍ଧ୍ୱ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସ୍ଥିତି ସାଙ୍ଘାତିକ ରୂପ ନେଲାଣି। ଦୈନିକ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା...

କୋଭିଡ ଟିକା ନେବାକୁ ଯାଉଛନ୍ତି କି? – ଆପଣଙ୍କ ପାଇଁ କିଛି ଜାଣିବା କଥା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନର ବ୍ୟବଧାନ ପରେ ଦେଶରେ ଏବେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି। କରୋନାକୁ ପ୍ରତିହତ କରିବା ପାଇଁ ଦେଶରେ ଏବେ ଟିକାକରଣ ଚାଲିଛି। ଏହି କ୍ରମରେ ଏପ୍ରିଲ ପହିଲାରୁ ୪୫...

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନର ବ୍ୟବଧାନ ପରେ ଏବେ ପୁଣି କରୋନା ମିଟର ଉପରକୁ ଉଠୁଛି। ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୫୦ ହଜାର ଟପିଛି। ଏହସହିତ ବିଟ୍ରେନ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ ମଧ୍ୟ ଚିନ୍ତା...

ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ – ବାହାଘରରେ ୨ ଶହ, ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ହେଲା ବିବାହ ଭୋଜିରେ ୫୦୦...

ଭୁବନେଶ୍ୱରରେ କଡ଼ାକଡ଼ି ହେଲା କରୋନା ନିୟମ – ଜନଗହଳି ସ୍ଥାନରେ ଅଚାନକ ହେବ ଚେକିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ସନ୍ଧ୍ୟାରୁ ରାଜଧାନୀ ଭୁବନେଶ୍ଵରରେ କରୋନା ନିୟମକୁ କଡ଼ାକଡ଼ି କରାଯାଇଛି। ଲୋକେ ଏବେ କରୋନା ନିୟମକୁ ସଠିକ୍‌ ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖିବା...
corona test

କଟକବାସୀଙ୍କୁ ପୁଣିଥରେ ଡରାଇଲାଣି କରୋନା – ଗୋଟିଏ କଲେଜରୁ ୨ ଦିନରେ ୨୫ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ପୁଣିଥରେ ଦେଖାଦେଲାଣି କରୋନା ଆତଙ୍କ। କିଛି ମାସ ହେବ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବାବେଳେ, ଅଚାନକ ଏକ ଘରୋଇ କଲେଜରୁ ୨୫ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଖବର ସହରବାସୀଙ୍କୁ...

ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନରେ ସୁରକ୍ଷିତ ରକ୍ତ ପରୀକ୍ଷା ନିମନ୍ତେ ଆଇଡି-ନାଟ୍...

କରୋନା ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ଏବଂ ଏକାଧିକ ରୋଗରେ ପୀଡ଼ିତ ୪୫ରୁ ୬୦ ବର୍ଷର ବ୍ୟକ୍ତିମାନେ କରୋନାକୁ ହରାଇବା ପାଇଁ...

ମାର୍ଚ୍ଚ ଗାଇଡଲାଇନରେ ଯାତ୍ରାକୁ ଅନୁମତି – ୨ହଜାର ଦର୍ଶକଙ୍କୁ ନେଇ ପୁଣି ଦୁଲୁକିବ ପେଣ୍ଡାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ପାଇଁ ଓଡ଼ିଶା ସରକାର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ...