ନୂଆପଡ଼ାରେ ନୂଆ କଟକଣା – ଜରୁରୀ ନଥିଲେ ଛତିଶଗଡ଼ ଯିବାକୁ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ନୂଆପଡ଼ା ଜିଲ୍ଲାରେ ପଜିଟିଭ୍ କେସ୍ ବୃଦ୍ଧିକୁ ନେଇ ଜିଲ୍ଲାପ୍ରାଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜରୁରୀ କାମ ନଥିଲେ ନୂଆପଡ଼ାବାସୀ ଛତିଶଗଡ଼ ନଯିବାକୁ ନିର୍ଦ୍ଦେଶ...

ରାଜ୍ୟରେ ବଢ଼ୁଛି ସଂକ୍ରମଣ – ଦିନକରେ ୫ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୩୩୭ ଟି କେସ୍ ରହିଥିବା ବେଳେ...

ଡରାଉଛି କରୋନାର ଦ୍ୱିତୀୟ ଲହରୀ – ଦିନକରେ ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଭୟଙ୍କର ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହରୀ। ଲକ୍ଷଣ ନଥାଇ ମଧ୍ୟ ସଂକ୍ରମିତ ହେଉଛନ୍ତି ହଜାର ହଜାର ସଂଖ୍ୟକ ବ୍ୟକ୍ତି। କେନ୍ଦ୍ର ସ୍ୱାସ୍ଥମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ...

“କରୋନା ଟିକାକୁ ଡରନା”

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=RyYSBa7IxV0]“ସାରା ଦେଶ ଏବେ ପୁଣି କରୋନାର ପ୍ରକୋପରେ ଭୟଭୀତ ହେଲାଣି। କିଛିଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ ମୁଣ୍ଡ ଟେକିଛି ସଂକ୍ରମଣ। ଏହି ମହାମାରୀଠାରୁ ରକ୍ଷା ପାଇବା ପାଇଁ ହେଲେ...

ରାଜ୍ୟରେ ବଢୁଛି ସଂକ୍ରମଣ – ଦଶଟି ଜିଲ୍ଲାରେ ରାତି ୧୦ରୁ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ ଜିଲ୍ଲା ପାଇଁ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ବଲାଙ୍ଗିର,...
CORONA POSITIVE

ରାଜ୍ୟର ଏପ୍ରିଲ ଗାଇଡଲାଇନ – ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସହ ଟେଷ୍ଟିଂ, ଟାକ୍ରିଂ, ଟ୍ରିଟମେଣ୍ଟକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ବୁଧବାର ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ପ୍ରକାଶ ପାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଏଥର...

ଡରାଇଲାଣି କରୋନା – ଆଜି ରାଜ୍ୟରୁ ୨୯୭ ପଜିଟିଭ୍ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ ୫୭ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ରାଜ୍ୟରୁ ୨୯୭ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନରୁ ୧୭୪, ଲୋକାଲେ କେସ୍ ୧୨୩ ମୋଟ୍ ସଂକ୍ରମଣ ୩,୪୦,୯୧୭ ଛୁଇଁଲା ଓଡ଼ିଶାକୁ ପୁଣି ଘାରିଲାଣି କରୋନା ଡର। କିଛି ଦିନର ବ୍ୟବଧାନ ପରେ...

ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ପହିଲାରୁ ଅର୍ଥାତ୍ ଆସନ୍ତାକାଲିଠାରୁ ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ଏଣିକି ସେମାନେ ଟିକା ନେବା ଲାଗି ନିଜ ନାଁ ପଞ୍ଜୀକରଣ କରିପାରିବେ। କିଛି ଦିନ...

ଆଜି ରାଜ୍ୟରୁ ୨୧୮ କରୋନା ପଜିଟିଭ୍ ଚିହ୍ନଟ, ବରଗଡ଼ରୁ ସର୍ବାଧିକ ୩୪ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ରାଜ୍ୟରୁ ୨୧୮ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନରୁ ୧୨୯, ଲୋକାଲେ କେସ୍ ୮୯ ମୋଟ୍ ସଂକ୍ରମଣ ୩,୪୦,୬୨୦ ଛୁଇଁଲା ଓଡ଼ିଶାରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ମଙ୍ଗଳବାର ରାଜ୍ୟର ୨୪ଟି...

ଦେଶରେ ଦିନକରେ ୫୬, ୨୧୧ ଆକ୍ରାନ୍ତ ଚିହ୍ନଟ – ୨୭୧ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦିନକରେ ୫୬ ହଜାର ୨୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦  ଲକ୍ଷ ୯୫ ହଜାର ୮୮୫କୁ...