corona test

କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ଫେଲୁଦା ଟେଷ୍ଟିଂ କିଟ୍, ତିଆରି କରିବ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ହାରରେ ସଂକ୍ରମଣ ବଢ଼ିବା ଜାରି ରହିଥିଲେ, ଶୀଘ୍ର ଆମେରିକାକୁ ମଧ୍ୟ ପଛରେ ପକାଇବାର ଆଶଙ୍କା ରହିଛି। ଏ ପରିସ୍ଥିତିରେ ଆଜି...

ଜୀବନ ଯୁଦ୍ଧରେ ହାରିଗଲେ କୋଭିଡ ଯୋଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଯୁଦ୍ଧରେ ହାରିଗଲେ କୋଭିଡ ଯୋଦ୍ଧା। କଟକ କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜ ବିଶ୍ଵନାଥ ଲେଙ୍କାଙ୍କର ରବିବାର କରୋନାରେ ପରଲୋକ ହୋଇଛି। ଗତ କିଛିଦିନ ହେବ ସେ କରୋନାରେ ପୀଡ଼ିତ ହୋଇ...

ଦେଶରେ ଦିନକରେ ୭୪ ହଜାର ଆକ୍ରାନ୍ତ – ୯୦୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪,୪୪୨ ନୂଆ କରୋନା ମାମଲା ଆସିଥିଲା ବେଳେ ୯୦୩ ଜଣଙ୍କ ଜୀବନ ମଧ୍ୟ ଯାଇଛି। କେନ୍ଦ୍ର...
corona case-2

ଓଡ଼ିଶାରେ ଅଧିକାଂଶ କରୋନା ମୃତ୍ୟୁ ୪୧ରୁ ୬୦ ବର୍ଷ ମଧ୍ୟରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୪୧ରୁ ୬୦ ବର୍ଷ ମଧ୍ୟରେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ବିଶ୍ଲେଷଣରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର...

ରାଜ୍ୟରେ ୯ ଶହ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧୫ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଆଜି ପୁଣି ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

ରାଜ୍ୟରେ ପୁଣି ୩୩୨୬ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୩,୩୨୬ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୧,୯୪୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୩୨,୭୧୩କୁ ବୃଦ୍ଧି ରାଜ୍ୟରେ କରୋନା ସଂକ୍ରମିତଙ୍କ...

ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାକୁ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର କଟକ ଏସ୍‌ସିବି ମେଡିକାଲକୁ ଯାଇ ନିଜର ପ୍ଲାଜମା ଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କରୋନାରୁ ଆରୋଗ୍ୟ ହେବା...

ଭୁବନେଶ୍ୱରରେ ଏବେ ବି ୩୫୦୨ କରୋନା ଆକ୍ରାନ୍ତ ସକ୍ରିୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ୍ ଚିହ୍ନଟ ୧୧୦ କ୍ୱାରେଣ୍ଟାଇନରୁ,୨୨୯ ସ୍ଥାନୀୟ ସଂକ୍ରମିତ ରାଜଧାନୀରେ ଏବେ ବି ୩୫୦୨ ଆକ୍ରାନ୍ତ ସକ୍ରିୟ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୨୯ ନୂଆ କରୋନା ପଜିଟିଭ୍।...

ବାଚସ୍ପତିଙ୍କ ରୁଲିଂ – ସରକାରୀ, ଘରୋଇ ହସ୍ପିଟାଲର ହେବ କୋଭିଡ ପରିଚାଳନା ଯାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକରେ କୋଭିଡ ପରିଚାଳନା ବ୍ୟବସ୍ଥା କିପରି ଚାଲିଛି ସେ ନେଇ ଯାଞ୍ଚ କରାଯିବ। ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟତାରେ ଏକ ସ୍କ୍ଵାର୍ଡ ଗଠନ କରାଯିବ। ଶନିବାର...

କରୋନାରେ ଗଲା ଆଉ ୧୭ ଆକ୍ରାନ୍ତଙ୍କ ଜୀବନ – ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୯୨

ରାଜ୍ୟରେ ଆଜି ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨ରେ ଛୁଇଁଛି। ବାଲେଶ୍ୱର, ଢେଙ୍କନାଳରୁ ୩ ଜଣ ଳେଖାଏଁ, ଜଗତସିଂହପୁର, ଖୋର୍ଦ୍ଧା ଏବଂ...