ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ ମେଡିକାଲ ଭ୍ୟାନ: ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି ‘ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି’। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ...

ସୁଆଦିଆ ଓ ସ୍ଵାସ୍ଥ୍ୟକର ମାଣ୍ଡିଆ ପକୁଡ଼ି – ଜାଣନ୍ତୁ, ଏହାର ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ...

ବ୍ରେନ ମ୍ୟାଲେରିଆ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=bCqGSjUAydw] ୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର...

କେବେ ଅନୁତାପ କରିଛନ୍ତି କି? କ’ଣ କହୁଛନ୍ତି ମନସ୍ତତ୍ଵବିତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lsSRqaBPfwU] ‘ଅନୁତାପ’ ଏପରି ଏକ ଶବ୍ଦ ଯାହା ପ୍ରତି ମଣିଷ ଜୀବନରେ ଆସିଥାଏ ଏବଂ ପ୍ରଭାବ ମଧ୍ୟ ପକାଇଥାଏ। ଅନୁତାପ କାହାକୁ ନକରାତ୍ମକ ପଥ ଦେଖାଏ ତ କାହାକୁ ସକରାତ୍ମକ ଅନୁଭୂତି...

ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌ ରଖିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିମ୍ ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। କେତେକଙ୍କ ପାଇଁ ଏହା ବ୍ୟୟଯୁକ୍ତ ହୋଇଥିବା ବେଳେ ସମୟ ଅଭାବରୁ ମଧ୍ୟ କିଛି ଲୋକ ଜିମ୍ ଯାଇପାରନ୍ତି ନାହିଁ। ସେହିପରି ବ୍ୟସ୍ତବହୁଳ ଜୀବନରେ...

ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀକୁ ନେଇ ଲୋକଙ୍କ ମନରୁ ଡର ନଯାଉଣୁ ଏବେ ମଙ୍କିପକ୍ସକୁ ନେଇ ଚିନ୍ତା ବଢ଼ିଛି। ଆଜି ଦିଲ୍ଲୀରୁ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଦେଶରେ ସଂକ୍ରମିତକଙ୍କ...

ସୁନ୍ଦରଗଡ଼ ଜିଲ୍ଲାରେ ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ‘କୃମିନାଶକ’ ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ମାଗଣାରେ କୃମିନାଶକ ଔଷଧ ‘ଆଲବୋଣ୍ଡାଜୋଲ୍’ ବଣ୍ଟନ କରାଯାଉଛି। ଶୁକ୍ରବାର ଦିନ...

ବୁଷ୍ଟର ଡୋଜ ଭାବେ ବ୍ୟବହାର ହେବ କୋର୍ବେଭ୍ୟାକ୍ସ

ଓଡ଼ିଶାଲାଇଭ୍ ବ୍ୟୁରେ ଏଣିକି କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ ଭାବେ ବ୍ୟବହାର କରାଯାଇପାରିବ। ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ-ଇ ଦ୍ଵାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ବ୍ୟବହାର କରିବାକୁ ଅନୁମତି ମିଳିଛି।...

ଯୁବ ଓଡ଼ିଆ ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ ଷ୍ଟାର୍ଟଅପ୍ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vg2xtJ8KOsM] ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି,...

କାହିଁକି ସ୍ତନ୍ୟପାନ କରାଇବା ଜରୁରୀ? 

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ଵ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଉଛି। ସ୍ତନ୍ୟପାନ ଶିଶୁ ପାଇଁ ଯେତିକି ଜରୁରୀ ମା’ ପାଇଁ ମଧ୍ୟ ସେତିକି ଲାଭଦାୟକ। କାହିଁକି...