ପଶ୍ଚିମଓଡ଼ିଶାର ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ସମୟରେ ବନ୍ଦ ରହିବ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଚେନ୍କୁ ଭାଙ୍ଗିବା ପାଇଁ ପଶ୍ଚିମଓଡ଼ିଶାର ୧୦ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ପୁଣିଥରେ ସେହି ଜିଲ୍ଲାଗୁଡ଼ିକ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସପ୍ତାହନ୍ତ...
କରୋନା ଦ୍ୱିତୀୟ ଲହରରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ – ଡାକ୍ତର ବିଜୟ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ନେଇ ଏକ ସଂଘାତିକ ତଥ୍ୟ ଆସିଛି। ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏମିତିକି ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ ମାମଲା ଅଧିକ ଆସୁଛି। ଏକଥା ରାଜ୍ୟ...
ଖରାଦିନେ ରୂପି ସମସ୍ୟାରୁ କେମିତି ଦୂରେଇ ରହିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କେଶରେ ରୂପି ହେବା ଏକ ସାଧାରଣ ସମସ୍ୟା। କିଛି ଲୋକଙ୍କର ଶୀତଦିନେ ରୂପି ହୋଇଥାଏ। କିଛି ଲୋକଙ୍କର ଖରାଦିନେ ହୋଇଥାଏ। ରୂପି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। କିନ୍ତୁ...
ସଙ୍ଗରୋଧ ଗୃହରେ ଡାଇବେଟିସ୍ ରୋଗୀମାନେ କିଭଳି ନିଜକୁ ସତର୍କ ରଖିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ସବୁ ବର୍ଗର ମଣିଷ ଏହାର ଶିକାର ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ କରୋନା ପରିସ୍ଥିତି...
ଓଡ଼ିଶାରେ ଗରିବ ଲୋକଙ୍କୁ ମାଗଣାରେ ଆଧୁନିକ କ୍ୟାନସର ଚିକିତ୍ସା ଓ ପାଲିଏଟିଭ କେୟାର ଯୋଗାଇଦେବା ଆମର ଲକ୍ଷ୍ୟ :...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ କ୍ୟାନ୍ସର ଚିକିତ୍ସା ପାଇଁ ୩୪୦ କୋଟି ଟଙ୍କା ଦାନ କରିବେ ବାଗ୍ଚୀ ଦମ୍ପତି, ରାଜ୍ୟ ସରକାର ଦେବେ ୪୦ ଏକର ଜମି।
‘‘୧୦ ବର୍ଷ ତଳେ ମୋ’ ମା’ଙ୍କର କ୍ୟାନ୍ସର ଚିହ୍ନଟ...
କରୋନା ସମୟରେ କିଭଳିି ସତର୍କ ରହିବେ ଡାଇବେଟିସ୍ ରୋଗୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ ଯୋଗୁଁ...
କରୋନା କବଳରେ କରୋନା ଯୋଦ୍ଧା – ଦୁଇ ଦିନରେ ୨ଶହରୁ ଅଧିକ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ବଢ଼ୁଛି କରୋନା। କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ପୁଳା ପୁଳା ସଂକ୍ରମିତ। ଏହାରି ମଧ୍ୟରେ ଦେଶର କିଛି ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ କରୋନା...
ଖରାଦିନେ ପିଅନ୍ତୁ ଆଖୁ ରସ, ମିଳିବ ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ଶରୀରରୁ ଜଳାଭାବ ଦୂର କରିବା ଲାଗି ଆଖୁରସର ଖୁବ୍ ଉପକାରିତା ରହିଛି। ଏହା ପେଟକୁ ଥଣ୍ଡା କରିବା ସହ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ।
ଆଖୁରସରେ କ୍ୟାଲ୍ସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ,...
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସୋଆ ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସ୍ୟୁଟିକାଲ୍...
ବିଶ୍ୱ ସ୍ୱାସ୍ଥ୍ୟ ଦିବସ – ଏକ ସୁନ୍ଦର ଓ ସୁସ୍ଥ ବିଶ୍ୱ ଗଠନରେ ସୁସ୍ଥ ଶରୀର ଓ ମନର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍ଥ ଇଜ ୱେଲଥ୍’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ...





















