Quarantine

ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ କ’ଣ କରିବେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି କରୋନା...

କରୋନା କଟକଣା – କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇ ପାରିବେନି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ନିଜ ଘର ଛଡ଼ା କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୭ରୁ ଅଧିକ ଲୋକ। ଅଧିକ ଲୋକ ଏକାଠି ହେଉଥିବା କଫି ସପ୍, ବାର୍, କ୍ୟାଣ୍ଟିନ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ...

କରୋନା ଭାଇରସ ପାଇଁ କ’ଣ ଚିକିତ୍ସା ରହିଛି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାଧାରଣତଃ କରୋନା ଭାଇରସ ଭଳି କୌଣସି ଭାଇରସର ସିଧାସଳଖ କୌଣସି ଚିକିତ୍ସା ଏପର୍ଯ୍ୟନ୍ତ ସମ୍ଭବପର ହୋଇନାହିଁ। ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ କ୍ରିଟିକାଲ କେୟାର ଏବଂ ପଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବେ...

ବିଶ୍ୱ ମହାମାରୀ ବା ପାନ୍‌ଡେମିକ୍‌ କ’ଣ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଚୀନରୁ ଆରମ୍ଭ ହୋଇ ପୃଥିବୀର ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିବା କରୋନା ଭାଇରସ ସବୁଠି ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ଦେଶର ହଜାର...

କରୋନାର ଲକ୍ଷଣ ଦେଖାଗଲେ କ’ଣ କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ କାଶ ଓ ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରେ ବାରଣ କରନ୍ତୁ। କାଶିବା ବା...
corona virus

ଲକ୍ଷଣ ଦେଖାଯାଉନଥିଲେ ବି କରୋନା ଭାଇରସ ଅନ୍ୟକୁ ଡେଇଁଥାଏ କି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ। ତେବେ ପ୍ରଶ୍ନ ଉଠେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବର ଦେଖାଯାଉନଥିଲେ...

କିଡ୍‌ନିକୁ ସୁସ୍ଥ ରଖିବାକୁ ହେଲେ ଛାଡ଼ନ୍ତୁ ଏହିସବୁ ବଦଭ୍ୟାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଡ୍‌ନି ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ଠିକ୍‌ ସମୟରେ ସ୍ୱାସ୍ଥ୍ୟ...

ଇଟାଲୀକୁ କେମିତି ଡେଇଁଲା ଚୀନର ଭୂତାଣୁ, ଜାଣନ୍ତୁ ପୂରା ଘଟଣା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାର ଭୟାବହତା ଚାରିଆଡେ ଦେଖାଦେଇଥିବା ବେଳେ ଦୁଇଟି ଦେଶ ଏହି ଭୂତାଣୁ ଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସର୍ବଶେଷ ରିପୋର୍ଟ ଅନୁସାରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ  ଇଟାଲୀରେ ମୃତକଙ୍କ...

ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍‌। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ଏସିରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ପଜିଟିଭ୍‌ ବାହାରିଥିବା ବେଳେ ୧୩ଟି ନେଗେଟିଭ୍‌ ରିପୋର୍ଟ ବାହାରିଛି। ସଂକ୍ରମିତ...

କରୋନା ଡର – ୨୪ ଘଣ୍ଟାରେ ୧୦୪କୁ ଡାକିଲେ ୧୨ ହଜାରରୁ ଅଧିକ ଲୋକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବଢୁଛି କରୋନା ଡର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନାକୁ ନେଇ ଚିନ୍ତାରେ। କରୋନାଠାରୁ କିପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି।...