ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଚୀନରୁ ଆରମ୍ଭ ହୋଇ ପୃଥିବୀର ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିବା କରୋନା ଭାଇରସ ସବୁଠି ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ଦେଶର ହଜାର ହଜାର ସାଧାରଣ ଜନତା କରୋନାରେ ସଂକ୍ରମିତ ହେବା ଫଳରେ ଏହା ଏକ ବ୍ୟାପକ ଜାତୀୟ ବିପତ୍ତିର ରୂପ ନେଇଛି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହାକୁ ବିଶ୍ୱ ମହମାରୀ ବା ପାନ୍‌ଡେମିକ୍‌ ବୋଲି ଘୋଷଣା କରିଛି।

Comment