ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ରାଜଧାନୀବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ କାୟ ମେଲାଉଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ...
ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କରେ ଯୋଡ଼ି ହେଲା ନେପାଳୀ ଏବଂ ମୈଥିଳୀ ଭାଷା – ୧୬ଟି ଚ୍ୟାନେଲରୁ ମିଳିବ ସ୍ଵାସ୍ଥ୍ୟଭିତ୍ତିକ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଅଗ୍ରଣୀ ତଥା ବହୁଭାଷୀ ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ‘ସ୍ଵାସ୍ଥ୍ୟପ୍ଲସ୍’ ନେଟଓ୍ଵର୍କରେ ଯୋଡ଼ି ହୋଇଛି ଆଉ ଦୁଇଟି ନୂଆ ଭାଷା। ଶନିବାର ‘ବିଶ୍ଵ ଡାକ୍ତର ଦିବସ’ ଅବସରରେ ସ୍ଵାସ୍ଥ୍ୟପ୍ଲସ୍ ନେପାଳୀ ଏବଂ...
କେମିତି କମିବ ବ୍ରଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=qf1YXY_IWuU]
ଦାଗ ବିହୀନ ସୁନ୍ଦର ଚେହେରା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିଙ୍କର ସବୁବେଳେ ଚିନ୍ତା ବଢ଼ିଯାଏ। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ...
ସାପ କାମୁଡ଼ିଲେ କେମିତି କରିବେ ଉପଚାର?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=9eyoElRHdZE] ଗାଁ ଗହଳୀରେ ଆଜିବି ସାପ କାମୁଡ଼ିଲେ ଅନେକ ଲୋକେ ଅନ୍ଧବିଶ୍ଵାସକୁ ଆପଣାଉଛନ୍ତି, ଯାହା ଜୀବନ ପାଇଁ ବିପଦ ସାବ୍ୟସ୍ତ ହେଉଛି।
ସାପ କାମୁଡ଼ିଥିଲେ ଏହାର ସଫଳ ଚିକିତ୍ସା ରହିଛି। ଅନ୍ଧବିଶ୍ୱାସରେ...
କୋଲେଷ୍ଟ୍ରୋଲକୁ କେମିତି କରିବେ ନିୟନ୍ତ୍ରଣ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=zcVB0FMj-Sw]ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏହା ଶରୀରର ମୋଟାପା ବୃଦ୍ଧି କରିଥାଏ।
ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ...
ଅର୍ଶ କ’ଣ ପାଇଁ ହୁଏ ଏବଂ ଏହାର ଉପଚାର
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=om-u4B3-uA0]ଅର୍ଶ ହେଉଛି ମଳାଶୟ ଓ ମଳଦ୍ୱାରଜନିତ ରୋଗ। ଅର୍ଶ ହେବା ଫଳରେ ମଳତ୍ୟାଗ ସମୟରେ ବା ପରେ ମଳଦ୍ୱାରରୁ ରକ୍ତ ନିର୍ଗତ ହୋଇଥାଏ।
ଅର୍ଶ ହେବା ଫଳରେ ମଳତ୍ୟାଗ ସମୟରେ...
ପିରିୟଡସ ସମୟରେ କେମିତି ରହିବେ ସଫାସୁତାର?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=u85dpjJULNU]ପିରିୟଡସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣକୁ ଡାକେ। ଏନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବା ଦରକାର।
ପିରିୟଡସ...
ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ କେମିତି ନେବେ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=MtidPW8ouP8]ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର।
ଶିଶୁର ସୁଷମ...
ଆଜି ଜାତୀୟ ଡାକ୍ତର ଦିବସ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।
ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି।...
ଡରାଇଲାଣି ଡେଙ୍ଗୁ: ନିୟନ୍ତ୍ରଣ ପାଇଁ ବିଏମସିର ଆକ୍ସନ ପ୍ଲାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମୌସୁମୀ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ। ବର୍ଷା ଆରମ୍ଭ ସହ ଭୁବନେଶ୍ଵରର କେତେକ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ପ୍ରତିବର୍ଷ ସହରର ହଟସ୍ପଟ ପାଲଟୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ...





















