ସୂର୍ଯ୍ୟର ଅଧ୍ୟୟନ ପାଇଁ ଇସ୍ରୋର ନୂଆ ମିଶନ: ସେପ୍ଟେମ୍ବରରେ ଲଞ୍ଚ ହେବ ‘ଆଦିତ୍ୟ ଏଲ୍-ୱାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ମାସରେ ଇସ୍ରୋ ପକ୍ଷରୁ ସୂର୍ଯ୍ୟ ଅଭିମୁଖେ ‘ଆଦିତ୍ୟ ଏଲ୍-ୱାନ’ ମିଶନ ଲଞ୍ଚ...

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ: ଇସ୍ରୋକୁ ଛୁଟିଲା ଶୁଭେଚ୍ଛାର ସୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଏବେ ଇସ୍ରୋକୁ ଛୁଟିଛି ଶୁଭେଚ୍ଛାର ସୁଅ। ଭାରତ ଚନ୍ଦ୍ର ଅଭିଯାନକୁ ସଫଳ କରି ବଡ଼ ଇତିହାସ ରଚିଛି। ଏହି ସଫଳତା ପାଇଁ ଭିସି ମାଧ୍ୟମରେ...

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରଯାନ-୩। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରି ଇତିହାସ ରଚିଛି ଭାରତ। ଏହି ସଫଳତା ସମସ୍ତ ଭାରତବାସୀଙ୍କୁ ଖୁସିରେ ଉତଫୁଲ୍ଲିତ କରିଛି। ଏହି...

କେମିତି ଭଲ ହେବ କୋଳ ଯାଦୁ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=kqQGuKQsTnM] ସାଧାରଣତଃ କୋଳ ଯାଦୁ ଜଙ୍ଘ ଏବଂ ଏହାର ଆଖପାଖ ସ୍ଥାନରେ ହୋଇଥାଏ। ଯାଦୁ ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଏହାର ଚିକିତ୍ସା ନକଲେ ଧୀରେ ଧୀରେ ଏହାର ଆକାରରେ...

ଚନ୍ଦ୍ରଯାନ-୩ ମିଶନ: ଜାଣନ୍ତୁ ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ ପରେ କେଉଁ ସବୁ ପରୀକ୍ଷା କରିବ ଇସ୍ରୋ?

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଆଗେଇ ଚାଲିଛି ଚନ୍ଦ୍ରଯାନ-୩। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ କରିବ। ୪୦ ଦିନର ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମଥର...

ଚନ୍ଦ୍ରଯାନ-୩ ମିଶନ: ଜାଣନ୍ତୁ ଚନ୍ଦ୍ରପୃଷ୍ଠରେ କିଭଳି ହେବ ସଫ୍ଟଲ୍ୟାଣ୍ଡିଂ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛି ସମୟର ଅପେକ୍ଷା, ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ। ଭାରତର ସବୁ ଲୋକ...

ଆଜି ଭାରତ ପାଇଁ ଐତିହାସିକ ଦିନ, ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିବ ଚନ୍ଦ୍ରଯାନ-୩!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାକାଶ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ-୩। ଏହାର ସଫଳତା ପାଇଁ ସବୁ ଦେଶବାସୀ କାମନା କରୁଛନ୍ତି।...

ଓଡ଼ିଶାରେ ଅନେକ ‘ମେଡିକାଲ ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୮

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନେକ ଡାକ୍ତର (ମେଡିକାଲ ଅଫିସର) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନା ପାଇଁ ୭...

ଚନ୍ଦ୍ରଯାନ-୩ର ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ, ଶେଷ ୨୦ ମିନିଟ ରହିବ ନିର୍ଣ୍ଣାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ଐତିହାସିକ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ତେବେ...

ରାଜ୍ୟରେ ପୂରଣ ହେବ ୭ ହଜାରରୁ ଅଧିକ ନର୍ସ ପଦବୀ, ରୋକ ହଟାଇଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଡାକ୍ତରଖାନା ପାଇଁ ନର୍ସ ନିଯୁକ୍ତି ପ୍ରକ୍ରିୟା ପାଇଁ ବାଟ ଫିଟିଛି। ରାଜ୍ୟରେ ୭ ହଜାର ୪୮୩ ନର୍ସିଂ ଅଫିସରଙ୍କ ନିଯୁକ୍ତି ଉପରୁ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର...