ମଧୁମେହ ରୋଗୀଙ୍କ ପାଦ ସମସ୍ୟା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=RuPuZUT1iEU]
ବର୍ତ୍ତମାନ ଘରେ ଘରେ ଡାଇବେଟିସ ବା ମଧୁମେହ ରୋଗୀ। ଡାଇବେଟିସରେ ପୀଡ଼ିତ ରୋଗୀଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ। ଖାସ କରି ଡାଇବେଟିସ ରୋଗୀ ପାଦ ସମସ୍ୟାକୁ ଅଧିକ...
ଛୋଟ ପିଲାଙ୍କ ମାନସିକ ସନ୍ତୁଳନ ବିଗାଡ଼ୁଛି ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vSdNEcsRzcU]
ବର୍ତ୍ତମାନ ସ୍ମାର୍ଟଫୋନ କବଳରେ ପଡ଼ିଛନ୍ତି କୋମଳମତି ଶିଶୁ। ମୋବାଇଲ ପିଲାଙ୍କ ମାନସିକ, ଶାରୀରିକ ଏବଂ ବୌଦ୍ଧିକ ବିକାଶ ପ୍ରଭାବିତ କରୁଛି। ମୋବାଇଲ ଯୋଗୁଁ ପିଲାଙ୍କର କ’ଣ ସବୁ କ୍ଷତି ହୁଏ...
କେମିତି ବ୍ୟାପେ ଯୌନ ରୋଗ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=HS2pW3Km5UA]
ହ୍ୟୁମାନ ପାପିଲୋମା ଭାଇରସ୍ (ଏଚପିଭି) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ।
ହ୍ୟୁମାନ ପାପିଲୋମା ଭାଇରସ୍ ଯୋଗୁଁ ମହିଳାଙ୍କଠାରେ ଅନେକ...
ସ୍ତନ କର୍କଟର ଲକ୍ଷଣ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=YvaH4L4qJiA]
ସାଧାରଣତଃ ମହିଳାମାନଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଦେଖିବାକୁ ମିଳେ। ବ୍ରେଷ୍ଟ କ୍ୟାନ୍ସର କାହିଁକି ହୁଏ, ଏହାର କୌଣସି ଗୋଟିଏ କାରଣ କହିହେବ ନାହିଁ ବୋଲି କୁହନ୍ତି...
କେତେ ସାଙ୍ଘାତିକ ଥାଲାସେମିଆ ରୋଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=O4IbNyZYiTo]
ଥାଲାସେମିଆ ହେଉଛି ରକ୍ତବିକାର ସମସ୍ୟା। ଏହା ଏକ ସାଙ୍ଘାତିକ ରୋଗ ବୋଲି କୁହନ୍ତି ଡାକ୍ତର ପଲାଶ ଦାସ।
ଥାଲାସେମିଆ ହେଉଛି ବଂଶାନୁଗତ ରୋଗ, ଯାହା ବାପାମା’ଙ୍କଠାରୁ ପିଲାଙ୍କୁ ବ୍ୟାପିଥାଏ। ଏହି ରୋଗରେ...
ଥାଲାସେମିଆ ରୋଗକୁ କିପରି ରୋକି ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=8uU_rDmTxXU]
ଆଜି ହେଉଛି ବିଶ୍ଵ ଥାଲାସେମିଆ ଦିବସ। ପ୍ରତି ବର୍ଷ ମେ’ ମାସ ୮ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସେମିଆର କାରଣ ଓ ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ...
ଓଡ଼ିଶାର ଗ୍ରାମାଞ୍ଚଳରେ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଗ୍ରାମାଞ୍ଚଳରେ ଭାରତନେଟ ପ୍ରକଳ୍ପ ଅନ୍ତର୍ଗତ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା
ଓପିଟିସିଏଲ୍, ବିଏସଏନଏଲ ଓ ଓକାକ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ
ଉପକୃତ ହେବେ ରାଜ୍ୟର ୧୩୨ ବ୍ଲକର...
କ’ଣ କଲେ ହେବନି ଧଳା ଛଉ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=bCCt6CVkdlA]
ଧଳା ଛଉ ବା ଭିଟିଲିଗୋ ହେଉଛି ଏକ ପ୍ରକାରର ଚର୍ମ ଜନିତ ସମସ୍ୟା। ଧଳା ଛଉ ହେଲେ ଚର୍ମର କିଛି ଅଂଶ ଫିକା ପଡ଼ି ଧଳା ରଙ୍ଗ ହୋଇଯାଏ।...
କୋଭିଡ୍-୧୯ ଆଉ ଏକ ବିଶ୍ଵ ମହାମାରୀ ନୁହେଁ – ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ପାଖାପାଖି ୩ ବର୍ଷ ପରେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଣିକି କୋଭିଡ୍-୧୯ ଏକ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେବ ନାହିଁ। ଏହାକୁ ବିଶ୍ଵ ମହାମାରୀ...
କାହିଁକି ହୁଏ ମଳକଣ୍ଟକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=eT1iYGaeKRc]
ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଅର୍ଶ ଏବଂ ମଳକଣ୍ଟକ ଭଳି ମଳଦ୍ୱାର ଜନିତ ରୋଗର ମୂଳ କାରଣ ପାଲଟିଛି। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ମଳକଣ୍ଟକ ଭଳି...





















