ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଧଳା ଛଉ ବା ଭିଟିଲିଗୋ ହେଉଛି ଏକ ପ୍ରକାରର ଚର୍ମ ଜନିତ ସମସ୍ୟା। ଧଳା ଛଉ ହେଲେ ଚର୍ମର କିଛି ଅଂଶ ଫିକା ପଡ଼ି ଧଳା ରଙ୍ଗ ହୋଇଯାଏ। ଏହା ଶରୀର ପାଇଁ କୌଣସି ଅସୁବିଧା ସୃଷ୍ଟି କରିନଥାଏ ବୋଲି କୁହନ୍ତି ଡାକ୍ତର ମାନସ ରଞ୍ଜନ ପୁହାଣ।

ଧଳା ଛଉ ଶରୀରର କ୍ଷତି କରୁନଥିଲେ ମଧ୍ୟ ଏହି ସମସ୍ୟା ଭୋଗୁଥିବା ମଣିଷ ଏହାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଏବେ ଏହାର ଚିକିତ୍ସା ସମ୍ଭବ।

ଧଳା ଛଉ କ’ଣ? କେଉଁ ବୟସରେ ଏହା ଦେଖାଯାଏ ଏବଂ କେମିତି ଏହାର ଚିକିତ୍ସା କରିହେବ? ସେ ନେଇ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Vitiligo #WhiteScars #VitiligoAppear #Treatment #OdiaHealthTips #DoctorsAdvice

Comment