ଓଡ଼ିଶାଲାଇଭ୍ ବ୍ୟୁରୋ

ଥାଲାସେମିଆ ହେଉଛି ରକ୍ତବିକାର ସମସ୍ୟା। ଏହା ଏକ ସାଙ୍ଘାତିକ ରୋଗ ବୋଲି କୁହନ୍ତି ଡାକ୍ତର ପଲାଶ ଦାସ।

ଥାଲାସେମିଆ ହେଉଛି ବଂଶାନୁଗତ ରୋଗ, ଯାହା ବାପାମା’ଙ୍କଠାରୁ ପିଲାଙ୍କୁ ବ୍ୟାପିଥାଏ। ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିୟମିତ ବ୍ୟବଧାନରେ ଏମାନଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥାଏ। ଥାଲାସେମିଆ ରୋଗକୁ ଠିକ ସମୟରେ ଚିହ୍ନଟ କରି ଏହାର ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର କୁହନ୍ତି।

Also Read

ଥାଲାସେମିଆ ରୋଗକୁ କିପରି ରୋକି ହେବ?

ତେବେ ଥାଲାସେମିଆ ରୋଗର କାରଣ କ’ଣ? ଏହାର ଲକ୍ଷଣ, ଜଟିଳତା ଏବଂ କେମିତି ଏହାକୁ ରୋକିହେବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Thalassemia # Treatment #SymptomsofThalassemia #WorldThalassemiaDay #OdiaHealthTips

Comment