ରାଜ୍ୟରେ ପୁଣି ୨୩ ଜଣଙ୍କ ଜୀବନ ନେଲା କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ସଂକ୍ରମଣ ହାରକୁ ନେଇ ଯେତିକି ଚିନ୍ତା ବଢ଼ିଛି ତା’ଠାରୁ ଅଧିକ ଭୟ ସୃଷ୍ଟି ହୋଇଛି ବଢ଼ୁଥିବା କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ। ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କ...
କ୍ୟାନସର ଚିକିତ୍ସା ଲାଗି ନୂଆ ଜ୍ଞାନକୌଶଳ ବିକାଶ କରୁଥିବା ଓଡ଼ିଆ ଝିଅ ନୁସରତ୍ ସଂଘମିତ୍ରାଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vg2xtJ8KOsM]
ଓଡ଼ିଆ ଘରର ଝିଅ ନୁସରତ୍ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି,...
ଦୁଇ ବର୍ଷ ପରେ ସ୍କୁଲ ଦେଖିବେ ଛୋଟ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ଦୁଇ ବର୍ଷ ହେଲା କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଫଳରେ ସ୍କୁଲ ବାରଣ୍ଡା ମାଡ଼ି ପାରିନଥିଲେ ଛୋଟ ପିଲା।...
୭ରୁ ଖୋଲିବ ରାଜ୍ୟର ସବୁ ସ୍କୁଲ ଓ କଲେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲାଯିବ। ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀ, ସମସ୍ତ କଲେଜ, ବିଶ୍ଵ ବିଦ୍ୟାଳୟ ଏବଂ ଟ୍ରେନିଂ ସ୍କୁଲ ଆଦି ଖୋଲିବ। ବନ୍ଦ ରହିଥିବା...
କୋଭିଡ ପଜିଟିଭ ଥିବା ରୋଗୀଙ୍କର ହୋଇପାରିବ ଅପରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୌଣସି ରୋଗୀ କୋଭିଡ ପଜିଟିଭ ହୋଇଥିଲେ ମଧ୍ୟ ଏବେ ତାଙ୍କର ଅପରେସନ କରାଯାଇପାରିବ। ଏମ୍ସ ପକ୍ଷରୁ କରାଯାଇଥିବା ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। କୋଭିଡ ପଜିଟିଭ ଥିବା ରୋଗୀଙ୍କର ଅପରେସନ କରାଯାଇପାରିବ...
ସାଇବର ଗୁପ୍ତଚର ‘ପେଗାସସ୍’କୁ ନେଇ ଦେଶରେ ଝଡ଼
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=PwJfZP9jHfo]
ଭାରତ ସରକାର ଇସ୍ରାଏଲଠାରୁ ସ୍ପାଇଓ୍ଵେର ଟେକ୍ନୋଲୋଜି 'ପେଗାସସ୍' କିଣିଥିବା ନେଇ ନିକଟରେ ବୈଦେଶିକ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଆସିବା ପରେ ଗତ...
ବିନା ଛୁଞ୍ଚିରେ ନେଇ ହେବ କୋଭିଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ଟିକାକୁ ଗୁରୁତ୍ଵ ଦିଆଯାଉଛି। ଟିକାକୁ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଥିବାରୁ ଅନେକ ଟିକା ନେବା ପାଇଁ ଭୟ କରୁଥିଲେ। ଏହି ଭୟ ଏବେ ଦୂର ହେବାକୁ...
ଦେଶରେ ୨ ଲକ୍ଷ ମୁହାଁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା, ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୧,୦୦୮ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ୨,୫୯,୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ...
ଫେବ୍ରୁଆରି ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଡବଲ ଡୋଜ୍ ଟିକା ପ୍ରମାଣପତ୍ର ନଥିଲେ ମନ୍ଦିର ପ୍ରବେଶ ମନା
ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଧାରକାର୍ଡ ଜରୁରୀ
ବିନା ମାସ୍କକରେ ହେବନି...
କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ହେବ ସରସ୍ଵତୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏ ବର୍ଷ ବି ଫିକା ପଡ଼ିବ ସରସ୍ଵତୀ ପୂଜା । କୋଭିଡ଼ କଟକଣା ମଧ୍ୟରେ କରାଯିବ ପୂଜା ପାଇଁ ଆୟୋଜନ। କୋଭିଡ କଟକଣା ମଧ୍ୟରେ କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାରେ ହେବ...





















