ପିଲାଙ୍କୁ ଟିକା: ଓଡ଼ିଶାରେ ପଞ୍ଜିକୃତ ହେବେ ୨୫ ଲକ୍ଷରୁ ଊର୍ଦ୍ଧ୍ଵ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୫ରୁ ୧୮ ବର୍ଷ ପିଲାଙ୍କ ପଞ୍ଜିକରଣ ହେବ ଟିକା ନେବେ ମୋଟ ୨୫ଲକ୍ଷ ୫୩ ହଜାର ପିଲା ୨ଟି ସେସନରେ ଟିକାକରଣ ହେବ ପିଲାଙ୍କ ସାଙ୍ଗରେ ରହିବେ ଅଭିଭାବକ ଜାନୁଆରି...

ରାଜ୍ୟରେ ୧୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮

ଓଡ଼ିଶାଲାଇଭ୍ ବ୍ୟୁରୋ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩ ୧୭ ଜଣଙ୍କ ବୟସ ୧୮ରୁ କମ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ...

ଅଣାୟତ ଓମିକ୍ରନ: ବିଭିନ୍ନ ରାଜ୍ୟକୁ ଫେରୁଛି ନାଇଟ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ଵର ୨୫ରୁ ଉତ୍ତର ପ୍ରଦେଶରେ ନାଇଟ୍ କର୍ଫ୍ୟୁ ମହାରାଷ୍ଟ୍ରରେ ଜାରି ହେବ ନୂଆ ଗାଇଡଲାଇନ ଚୀନ ଓ ନେଦରଲ୍ୟାଣ୍ଡରେ ପୂର୍ଣ୍ଣ ଲକଡାଉନ ମଧ୍ୟପ୍ରଦେଶରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ କରୋନାର...

ଏ ବର୍ଷ ବି ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦିନ ପାଳନ ଚର୍ଚ୍ଚ ଭିତରେ ସୀମିତ ରହିବ ଉତ୍ସବରେ ୫୦ ଲୋକଙ୍କୁ ଅନୁମତି ହେବନି ଜିରୋ ନାଇଟ୍ ସେଲିବ୍ରେସନ ବଣଭୋଜି ମନା କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ଦିନ...

ଓମିକ୍ରନ ଟେନସନ: ଦେଶରେ ୩୨୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ୧୨, କେରଳରେ ୫ ନୂଆ ମାମଲା ଓଡ଼ିଶାରେ ଆଉ ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ମାମଲା କୋରନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଧୀରେ...

ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ଥିବା ଜଣାପଡ଼ିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କର ଚିକିତ୍ସା ଚାଲିଥିବା ନେଇ...

ଓମିକ୍ରନ ନେଇ ସତର୍କ କରିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କାୟାବିସ୍ତାର କରୁଛି ଓମିକ୍ରନ ଭିଡ଼କୁ ଯିବାକୁ ବାରଣ ସମଗ୍ର ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଓଡ଼ିଶାରେ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ...

ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ସଂକ୍ରମଣ ଭୟ ଜଗତସିଂହପୁର ଓ ଖୋର୍ଦ୍ଧାରୁ ଆସିଲା ପ୍ରଥମ ମାମଲା ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୫୦ ଟପିଲା ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଦୁଇଜଣ...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’ ଶୁଭାରମ୍ଭ – ଉପାନ୍ତ ଅଞ୍ଚଳରେ ମିଳିବ ଉତ୍କୃଷ୍ଟ ସ୍ଵାସ୍ଥ୍ୟସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ...

‘ଓମିକ୍ରନ’ ଭୟ – କୋଭିଡ ନିୟମ କଡ଼ାକଡ଼ି ପାଳିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ର ଭୟାଭହତାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ହେବା ପରେ ବୁଧବାର ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସତର୍କ ରହିବା ସହିତ...