ଓଡ଼ିଶାରେ କରୋନା ପଜିଟିଭ୍ ହାର ତଥାପି ଉପରେ, କମିଛି ମାତ୍ର ଏକ ପ୍ରତିଶତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେବ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଏହା ଢେର ଉପରେ ରହିଛି। ଅଧିକାଂଶ ରୋଗୀ ଗୁରୁତର ଅବସ୍ଥାରେ ହସ୍ପିଟାଲର ଦ୍ୱାରସ୍ଥ ହେଉଥିବାବେଳେ ଅନେକଙ୍କୁ ଭେଣ୍ଟିଲେଟରରେ ରଖିବାକୁ...
କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ – ରାଜ୍ୟରୁ ବାହାରିଲେ ୮ହଜାରରୁ ଅଧିକ କରୋନା ପଜିଟିଭ୍, ୪୦ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୮ହଜାର ୩୯୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...
ଦେଶରେ କମୁଛି ସଂକ୍ରମଣ – ଆଜି ଚିହ୍ନଟ ହେଲେ ୧ଲକ୍ଷ ୩୨ହଜାର ପଜିଟିଭ୍, ୩୨୦୭ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ତଥ୍ୟ ଅନୁସାରେ ଦେଶରେ ଏବେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷରୁ କମ୍ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ...
ଏ ନୁହେଁ ଦିବା ସ୍ୱପ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ESFPsZPz65Y]
'ଓଡ଼ିଶାଲାଇଭ୍' ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି' କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା 'ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍'ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଅରବିନ୍ଦ...
ଆଜି ରାଜ୍ୟରୁ ବାହାରିଲେ ୮ହଜାରରୁ ଅଧିକ ପଜିଟିଭ୍, ସର୍ବାଧିକ ୩୭ ଜୀବନ ନେଲା କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୮ହଜାର ୭୩୫ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...
ଦେଶରୁ ଚିହ୍ନଟ ହେଲେ ଦେଢ଼ ଲକ୍ଷରୁ କମ୍ ପଜିଟିଭ୍, ୩ ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ ଆଜି ଦେଶରେ ଦେଢ଼ ଲକ୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। କେନ୍ଦ୍ର...
କେନ୍ଦ୍ରାପଡ଼ା – କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ ପକ୍ଷରୁ ଅକ୍ସିଜେନ୍ କନସେନଟ୍ରେଟର ଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଜ୍ଞାନନ୍ଦ ମିଶନ, କେନ୍ଦ୍ରାପଡ଼ା ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ୧୦ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛି।
କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍...
ସଂକ୍ରମଣ ହାରଠୁ ବଢୁଛି ସୁସ୍ଥ ସଂଖ୍ୟା : ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦ହଜାର ୪୦୫ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହାରଠାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...
କୋଭିଡ୍ ଦ୍ଵିତୀୟ ଲହରରେ ‘ମଧ୍ୟବିତ୍ତ’ ପରିବାର ସହିଛନ୍ତି ବେଶୀ କ୍ଷତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣରେ ରାଜଧାନୀ ଭୁବନେଶ୍ଵରରେ ବାସ କରୁଥିବା ମଧ୍ୟବିତ୍ତ ପରିବାରର ଲୋକେ ବେଶୀ କ୍ଷତି ସହିଛନ୍ତି। ଗତ ତିନି ମାସ ମଧ୍ୟରେ ଯେତେ କରୋନା ମାମଲା ଆସିଛି ସେଥି...
ତେଲେଙ୍ଗାନା – ଆମ୍ଵୁଲାନ୍ସକୁ ଭଡ଼ା ମିଳିଲାନି, ହସ୍ପିଟାଲର ଅକ୍ସିଜେନ୍ ସଂଯୋଗ କାଟିଦେଲେ ଆମ୍ଵୁଲାନ୍ସ ଚାଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ଵୁଲାନ୍ସକୁ ଭଡ଼ା ନ ମିଳିବାରୁ ହସ୍ପିଟାଲ ଛାତରେ ଛଢ଼ି ଅକ୍ସିଜେନ୍ ସଂଯୋଗ କାଟିଦେଲେ ଆମ୍ଵୁଲାନ୍ସ ଚାଳକ।
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ଭଳି ମହାମାରୀ ସମୟରେ ହଜିଗଲା ମାନବିକତା। ଜୀବିକା...



















