ଚୀନରୁ ଓଡ଼ିଶା ଆସିଲା ୧୩ ଶହ ଅକ୍ସିଜେନ୍ ସିଲିଣ୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଚୀନରୁ ଓଡ଼ିଶା ଆସିଲା ୧୩ ଶହ ଅକ୍ସିଜେନ୍ ସିଲିଣ୍ଡର। ରବିବାର ଚୀନରୁ ଏକ କାର୍ଗୋ ବିମାନ ଯୋଗେ ଏହି ମେଡିକାଲ ଗ୍ରେଡ୍ ଅକ୍ସିଜେନ ସିଲଣ୍ଡର ଭୁବନେଶ୍ଵରରେ...

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ରାଜ୍ୟର ପ୍ରଥମ ବ୍ଲାକ୍‌ ଫଙ୍ଗସ ସନ୍ଦିଗ୍ଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ବୁର୍ଲା ସ୍ଥିତ ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଭୀମସାର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ୟକ୍ତି ଜଣଙ୍କ ୫ରୁ...

ପୁଣି ରାଜ୍ୟରୁ ବାହାରିଲେ ୮ହଜାରରୁ ଅଧିକ ପଜିଟିଭ୍‌, ୩୫ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୮ହଜାର ୩୧୩ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ବିଶ୍ୱ ତମାଖୁ ବର୍ଜନ ଦିବସ – କେବେଠୁ ଓ କାହିଁକି ପାଳିତ ହେଉଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମେ’ ୩୧, ଏହି ଦିନ ସାରାବିଶ୍ୱରେ ତମାଖୁ ବର୍ଜନ ଦିବସ ପାଳନ ହୁଏ। ତମାଖୁ ପ୍ରତି ଦୂରତା ରଖିବାକୁ ସଚେତନ କରାଯାଏ। ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ...

ଦେଶରେ ଦିନକରେ ଚିହ୍ନଟ ହେଲେ ୧ଲକ୍ଷ ୫୨ହଜାର ପଜିଟିଭ୍‌, ୩୧୨୮ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଏବେ ଦୈନିକ ସଂକ୍ରମଣ କମୁଛି। ସରକାରୀ ତଥ୍ୟ ଅନୁସାରେ ପ୍ରତିଦିନ ୧ଲକ୍ଷରୁ ୨ଲକ୍ଷ ମଧ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧ହଜାର ୫୧୩ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ହେବ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣରୁ ଟିକିଏ ଆଶ୍ୱସ୍ଥି ମିଳିଛି। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବାବେଳେ, ସୁସ୍ଥ ହାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ...

‘ମାଗଣା କୋଭିଡ୍‌ ଚିକିତ୍ସା ଯୋଗାଇବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ଓ ବିଜେଡିର ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିଛି। ସେହି ଅବସରରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ବାତ୍ୟା ମୁକାବିଲା ପାଇଁ...

କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି – ଓଡ଼ିଶାରେ କୋଭାକ୍ସିନ ବଳକା ଟିକାକୁ ବ୍ୟବହାର କରିବାକୁ ମାଗିଲେ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭାକ୍ସିନ ଟିକା ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କେନ୍ଦ୍ର ପକ୍ଷରୁ ଯେଉଁ କୋଭାକ୍ସିନ ଟିକା ଓଡ଼ିଶାକୁ ଦିଆଯାଇଛି ତାହାର ସୁବ୍ୟବହାର ପାଇଁ ଏହି ପତ୍ରରେ...

ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୭ହଜାରରୁ ଅଧିକ ପଜିଟିଭ୍‌, ୩୫ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୧୮୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଦେଶରେ ଦିନକରେ ଚିହ୍ନଟ ହେଲେ ୧ଲକ୍ଷ ୭୩ହଜାର ପଜିଟିଭ୍‌, ୩୬୧୭ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ଏବେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। କିନ୍ତୁ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪...