ନିୟମଗିରିରେ ବଢୁଛି କରୋନା ସଂକ୍ରମଣ – ଟିକା ନେବାକୁ ଅମଙ୍ଗ ଡଙ୍ଗରିଆ ଆଦିବାସୀ, ମାନୁ ନାହାନ୍ତି ସଙ୍ଗରୋଧ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ତଳେ ରହୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା...

ବାତ୍ୟା ପରାମର୍ଶ – ବାତ୍ୟା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ଓଡ଼ିଶାରେ ଦେଖା ଦେଇଥିଲା ବାତ୍ୟା ପରିସ୍ଥିତି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସ୍ ମେ’୨୬ରେ ଉପକୂଳ ଅତିକ୍ରମ କରିଛି। ସାଧାରଣତଃ ବାତ୍ୟା ପରବର୍ତ୍ତୀ ସମୟରେ ଅନେକ ପ୍ରକାରର ଜଳବାହିତ ରୋଗର ସମ୍ଭାବନା...

କରୋନା ଔଷଧ ୨-ଡିଜିର ଦାମ୍ ୯୯୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଓ ଫାର୍ମା କମ୍ପାନି ଡକ୍ଟର ରେଡିସ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧର ପାଉଚ୍‌ ପିଛା...

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ – ଆଜି ଚିହ୍ନଟ ହୋଇଛନ୍ତି ୭ହଜାର ପଜିଟିଭ୍‌, ୩୩ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୨୧୬ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଦେଶରେ କମୁଛି ସଂକ୍ରମଣ – ଦିନକରେ ଚିହ୍ନଟ ହେଲେ ୧ଲକ୍ଷ ୮୬ହଜାର ପଜିଟିଭ୍‌, ୩୬୬୦ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ଦୀର୍ଘ ଦିନର ବ୍ୟବଧାନପରେ ଆଜି ୨ଲକ୍ଷରୁ କମ୍ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ...

‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ତୃତୀୟ ଅଧ୍ୟାୟରେ ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ର ସିଇଓ ଅରବିନ୍ଦ ପାଣିଙ୍କ କାହାଣୀ 

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=n9hiiOZGppo] ପ୍ରତିଭାବାନ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ଏହାର ତୃତୀୟ...

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର – କିଡନୀ ଉପରେ ଥିବା ଗ୍ରନ୍ଥିରୁ ବାହାରିଲା ଟ୍ୟୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ପରିଚାଳିତ ସମ୍ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କର ବାମପଟ କିଡନୀ ଉପରେ ଥିବା ଗ୍ରନ୍ଥିରୁ ୬ସେଣ୍ଟିମିଟର ଆକୃତିର ଏକ ଟ୍ୟୁମରକୁ...

ନିଜ ହସ୍ପିଟାଲରେ ଟିକା ବ୍ୟବସ୍ଥା କରିବାକୁ ଶିଳ୍ପ ସଂସ୍ଥାକୁ ଓଡ଼ିଶା ସରକାରଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ପୋରେଟ ସେକ୍ଟର ଓ ଶିଳ୍ପ ସଂସ୍ଥାମାନଙ୍କୁ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି। ସେମାନେ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା...

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୧ ହଜାର ୬୨୩ କୋଭିଡ୍ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧ହଜାର ୬୨୩ ଜଣ...

ଦେଶରେ କମୁଛି କରୋନା ସଂକ୍ରମଣ – ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୨୨ହଜାର ପଜିଟିଭ୍ ଚିହ୍ନଟ, ୪୪୫୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। କେନ୍ଦ୍ରର ତଥ୍ୟ ଅନୁସାରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ହଜାରରୁ ୫ହଜାର ମଧ୍ୟରେ...