‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ପ୍ରଥମ ଅଧ୍ୟାୟ ‘କୋଭିଡ ବିରୋଧରେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=eR_XTveLeTY]  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ରେଡିଓ ଧାରାବାହିକର ଏଥରର ପ୍ରସଙ୍ଗ ‘କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’      ସକାଳ ୧୦ଟାରେ ଶୁଣନ୍ତୁ...

ଆଣ୍ଟିବଡି ଟେଷ୍ଟ ପାଇଁ ଡିଆରଡିଓ ପ୍ରସ୍ତୁତ କଲା ‘ଡିପ୍‌କୋଭ୍ୟାନ କିଟ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ବିରୋଧି ଲଢ଼େଇରେ ଡିଆଡିଓକୁ ମିଳିଛି ଆଉ ଏକ ସଫଳତା। ନିକଟରେ ୨-ଡିଜି କରୋନା ଔଷଧ ପ୍ରସ୍ତୁତ କରିବାପରେ ଏବେ ଏହି ସଂସ୍ଥା ପକ୍ଷରୁ ଏକ ଆଣ୍ଟିବଡି ଟେଷ୍ଟ କିଟ୍ ପ୍ରସ୍ତୁତ...

ହ୍ଵାଇଟ୍ ଫଙ୍ଗସ୍ କ’ଣ? କେଉଁମାନେ ରହିବେ ସତର୍କ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଙ୍କଟ ମଧ୍ୟରେ ଦେଶରେ ଏବେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି, ଯାହାର...

ପୁରୀରେ ଖୋଲିଲା ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶାଲାଇଭ୍ ବ୍ୟୁରୋ "ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ଜାରି ରହିଛି। ସମଗ୍ର ରାଜ୍ୟ କଠିନ ପରିସ୍ଥିତି ଦେଇ ଗତି କରୁଛି । ପୂର୍ବବର୍ଷ କୋଭିଡ୍‌ର ପ୍ରଥମ ଲହର ସଂକ୍ରମଣକୁ ରୋକିବାରେ ରାଜ୍ୟ ସଫଳ ହୋଇଥିଲା।...

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୧ହଜାରରୁ ଅଧିକ ପଜିଟିଭ୍‌, ଆଉ ୨୬ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ସର୍ବାଧିକ ୧୧ହଜାର ୧୦୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

କମୁଛି ସଂକ୍ରମଣ – ଦେଶରେ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୭ହଜାର ପଜିଟିଭ୍ ଚିହ୍ନଟ, ୪୧୯୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଏବେ ଦୈନିକ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୫୭ହଜାର ୨୯୯...

ରାଜ୍ୟରୁ ଆଜି ୧୦,୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ – ଖୋର୍ଦ୍ଧାରୁ ସର୍ବାଧିକ ୧୫୫୯ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା...

ନିୟମଗିରିରେ ହୋଇଛି ଗୋଷ୍ଠୀ ସଂକ୍ରମଣ! – ଥରକରେ ୪୬ ଜଣ ଡଙ୍ଗରିଆ କନ୍ଧ ହେଲେ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଲୋକଙ୍କୁ କରୋନା ମହାମାରୀ କବଳିତ କରିଛି। ଗୋଟିଏ ଥରରେ ଏହି ସମ୍ପ୍ରଦାୟର ୪୬...

ବିଶାଖାପାଟଣାରେ ନୌସେନା ଦ୍ୱାରା ‘ଅକ୍ସିଜେନ୍ ଅନ୍ ହ୍ଵିଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ):  କରୋନାର ଦ୍ୱିତୀୟ ଲହରୀରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ପଜିଟିଭ୍ କେସ୍ ବଢ଼ିବା ସହ ଆନ୍ଧ୍ରର ବିଭିନ୍ନ ହସ୍ପିଟାଲରେ ଏବେ ଅମ୍ଳଜାନର ଅଭାବ ଦେଖିବାକୁ ମିଳଛି।...

ସଂକ୍ରମଣ ସହ ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା – ଆଜି ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ...