ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧ହଜାର ୫୧୩ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛିଦିନ ହେବ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣରୁ ଟିକିଏ ଆଶ୍ୱସ୍ଥି ମିଳିଛି। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବାବେଳେ, ସୁସ୍ଥ ହାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ...
‘ମାଗଣା କୋଭିଡ୍ ଚିକିତ୍ସା ଯୋଗାଇବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଓ ବିଜେଡିର ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିଛି। ସେହି ଅବସରରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ବାତ୍ୟା ମୁକାବିଲା ପାଇଁ...
କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି – ଓଡ଼ିଶାରେ କୋଭାକ୍ସିନ ବଳକା ଟିକାକୁ ବ୍ୟବହାର କରିବାକୁ ମାଗିଲେ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭାକ୍ସିନ ଟିକା ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କେନ୍ଦ୍ର ପକ୍ଷରୁ ଯେଉଁ କୋଭାକ୍ସିନ ଟିକା ଓଡ଼ିଶାକୁ ଦିଆଯାଇଛି ତାହାର ସୁବ୍ୟବହାର ପାଇଁ ଏହି ପତ୍ରରେ...
ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୭ହଜାରରୁ ଅଧିକ ପଜିଟିଭ୍, ୩୫ ଜୀବନ ନେଲା କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୧୮୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...
ଦେଶରେ ଦିନକରେ ଚିହ୍ନଟ ହେଲେ ୧ଲକ୍ଷ ୭୩ହଜାର ପଜିଟିଭ୍, ୩୬୧୭ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ଏବେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। କିନ୍ତୁ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪...
ନିୟମଗିରିରେ ବଢୁଛି କରୋନା ସଂକ୍ରମଣ – ଟିକା ନେବାକୁ ଅମଙ୍ଗ ଡଙ୍ଗରିଆ ଆଦିବାସୀ, ମାନୁ ନାହାନ୍ତି ସଙ୍ଗରୋଧ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ତଳେ ରହୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା...
ବାତ୍ୟା ପରାମର୍ଶ – ବାତ୍ୟା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ଓଡ଼ିଶାରେ ଦେଖା ଦେଇଥିଲା ବାତ୍ୟା ପରିସ୍ଥିତି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସ୍ ମେ’୨୬ରେ ଉପକୂଳ ଅତିକ୍ରମ କରିଛି। ସାଧାରଣତଃ ବାତ୍ୟା ପରବର୍ତ୍ତୀ ସମୟରେ ଅନେକ ପ୍ରକାରର ଜଳବାହିତ ରୋଗର ସମ୍ଭାବନା...
କରୋନା ଔଷଧ ୨-ଡିଜିର ଦାମ୍ ୯୯୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଓ ଫାର୍ମା କମ୍ପାନି ଡକ୍ଟର ରେଡିସ୍ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧର ପାଉଚ୍ ପିଛା...
ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ – ଆଜି ଚିହ୍ନଟ ହୋଇଛନ୍ତି ୭ହଜାର ପଜିଟିଭ୍, ୩୩ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୭ହଜାର ୨୧୬ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...
ଦେଶରେ କମୁଛି ସଂକ୍ରମଣ – ଦିନକରେ ଚିହ୍ନଟ ହେଲେ ୧ଲକ୍ଷ ୮୬ହଜାର ପଜିଟିଭ୍, ୩୬୬୦ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ଦୀର୍ଘ ଦିନର ବ୍ୟବଧାନପରେ ଆଜି ୨ଲକ୍ଷରୁ କମ୍ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ...


















