ଡରାଉଛି କରୋନା – ଦେଶରେ ଦିନକରେ ୩ ଲକ୍ଷ ୬୦ ହଜାର ୯୬୦ ପଜିଟିଭ୍ ଚିହ୍ନଟ, ୩୨୯୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରୁ ଲଗାତାର ୩ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୬୦ ହଜାର ୯୬୦ ନୂଆ ଆକ୍ରାନ୍ତ...

ସୁନ୍ଦର ଓ ମଜବୁତ୍ କେଶ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ କେଶକୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହିତ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଦରକାର। ଏସବୁ କରିବା ସହ କେଶର ଉପଯୁକ୍ତ ଯତ୍ନ...

ଅମ୍ଳଜାନ ସ୍ତର ମାପିବ ‘ପଲ୍ସ ଅକ୍ସିମିଟର’ – ଜାଣନ୍ତୁ, କେମିତି ବ୍ୟବହାର କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶରୀରରେ ଅମ୍ଳଜାନ ସ୍ତର ଜାଣିବା ପାଇଁ ପଲ୍ସ ଅକ୍ସିମିଟର। ପଲ୍ସ ଅକ୍ସିମିଟର ହେଉଛି ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ହାର୍ଟ ବିଟ୍ (ହୃଦସ୍ପନ୍ଦନ) ଏବଂ ଶରୀରର ଅମ୍ଳଜାନ ସ୍ତର...

କରୋନା ପାଇଁ ରାଜ୍ୟର ସବୁ ବ୍ୟାଙ୍କରେ ସକାଳ ୧୦ରୁ ୨ଟା ପର୍ଯ୍ୟନ୍ତ ମିଳିବ ଗ୍ରାହକସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟକୁ କମାଇ ଦିଆଯାଇଛି। ୬ ଘଣ୍ଟା ପରିବର୍ତ୍ତେ ବ୍ୟାଙ୍କଗୁଡ଼ିକରେ...

‘‘ଘରେ ଥିଲେ ବି ପିନ୍ଧନ୍ତୁ ମାସ୍କ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏପରିକି ଘରେ...

ରାଜ୍ୟବାସୀଙ୍କୁ ଡରାଉଛି କରୋନା – ଦୈନିକ ସଂକ୍ରମଣ ୬ହଜାର ଉପରେ, ୧୦ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ ଡରାଇବାରେ ଲାଗିଛି। ରାଜ୍ୟରୁ ଏବେ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ...

ଦେଶରେ କରୋନା ଗ୍ରାଫ ଉପରମୁହାଁ – ଦିନକରେ ୩ ଲକ୍ଷ ୨୩ ହଜାର ୧୪୪ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ...

ଅକ୍ସିଜେନ୍ ପାଇଁ ପିଏମ୍ କେୟାର ଫଣ୍ଡକୁ ୫୦ ହଜାର ଡଲାର ଦାନ କଲେ ଅଷ୍ଟ୍ରେଲୀୟ କ୍ରିକେଟର ପାଟ୍ କମିନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର କରୋନା ବିରୋଧୀ ଲଢ଼େଇରେ ବିଦେଶରୁ ଆସିଛି ସହଯୋଗର ହାତ। ପିଏମ୍ କେୟାର ଫଣ୍ଡକୁ ୫୦ ହଜାର ଡଲାର ଦାନ କରିଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ପାଟ୍ କମିନ୍ସ। ଭାରତରେ ଦେଖାଯାଇଥିବା ଅକ୍ସିଜେନ୍...

କୋଭିଡ୍ ଟିକା ନେବା ପାଇଁ କୋଓ୍ୱିନ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ରୁ ୪୪ ବର୍ଷର...

କରୋନା ସଙ୍କଟ – ଘରେ କେମିତି ନେବେ ବୟସ୍କମାନଙ୍କ ଯତ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ତାହା ସମସ୍ତଙ୍କ ଚିନ୍ତାରେ ପକାଇଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ...