ନିୟନ୍ତ୍ରଣ ବାହାରେ କରୋନା – ଏଥର କେମିତି ସମ୍ଭାଳିବେ ସରକାର?
ସରୋଜ ମହାପାତ୍ର
କରୋନାର ଦ୍ୱିତୀୟ ଲହରୀ ଏବେ ଦ୍ରୁତ ବେଗରେ ମାଡ଼ି ଚାଲିଛି। ଭାରତର ଅନ୍ୟ ରାଜ୍ୟ ସମେତ ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରେ ରହିଛି। ଗତ ତିନି ଦିନ ହେଲା ୧୫୦୦ରୁ ଅଧିକ...
ଦ୍ୱିତୀୟ ଲହରରେ ସାଂଘାତିକ ହେଉଛି କରୋନା – ସଂକ୍ରମଣରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ୫ଟି ସହଜ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଏବେ ଅଧିକ ସାଂଘାତିକ ହେଉଛି। ଦେଶରେ ଦୈନିକ ସଂକ୍ରମଣ ମାମଲା ଏବେ ୨ ଲକ୍ଷ ମୁହାଁ ହୋଇଛି। ଏପରିସ୍ଥିତିରେ କରୋନା ସଂକ୍ରମଣରୁ ନିଜକୁ...
ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ – ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। କରୋନା ଲେଉଟାଣି ପରେ ପ୍ରଥମ ଥର ପାଇଁ ଆଜି ରାଜ୍ୟରୁ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ...
ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ – ପ୍ରଥମଥର ପାଇଁ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୮୪ ହଜାର...
ଓଡ଼ିଶାରେ ଗରିବ ଲୋକଙ୍କୁ ମାଗଣାରେ ଆଧୁନିକ କ୍ୟାନସର ଚିକିତ୍ସା ଓ ପାଲିଏଟିଭ କେୟାର ଯୋଗାଇଦେବା ଆମର ଲକ୍ଷ୍ୟ :...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ କ୍ୟାନ୍ସର ଚିକିତ୍ସା ପାଇଁ ୩୪୦ କୋଟି ଟଙ୍କା ଦାନ କରିବେ ବାଗ୍ଚୀ ଦମ୍ପତି, ରାଜ୍ୟ ସରକାର ଦେବେ ୪୦ ଏକର ଜମି।
‘‘୧୦ ବର୍ଷ ତଳେ ମୋ’ ମା’ଙ୍କର କ୍ୟାନ୍ସର ଚିହ୍ନଟ...
ଦେଶରେ କରୋନା ସ୍ଥିତି ସାଙ୍ଘାତିକ – ଗତ ୨୪ଘଣ୍ଟାରେ ଦୁଇ ଲକ୍ଷ ମୁହାଁ ସଂକ୍ରମିତ, ୮୭୯ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସ୍ଥିତି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ଲକ୍ଷାଧିକ କରୋନା ପଜିଟିଭ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୧...
କରୋନା ସମୟରେ କିଭଳିି ସତର୍କ ରହିବେ ଡାଇବେଟିସ୍ ରୋଗୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ ଯୋଗୁଁ...
କରୋନା ସଂକ୍ରାନ୍ତୀୟ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର...
ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ କରୋନା ଟିକା ସ୍ଫୁଟନିକ୍ ଭି’କୁ ମିଳିଲା ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏବେ କରୋନା ଟିକାର ସଂକଟ ଦେଖାଦେଇଛି। ଏହି ସମୟରେ ଟିକାକୁ ନେଇ ଏକ ଖୁସି ଖବର ଆସିଛି। ଋଷ୍ ପ୍ରସ୍ତୁତ କରୋନା ଟିକା ସ୍ଫୁଟନିକ୍ ଭି'କୁ ଭାରତରେ ଜରୁରୀ...
ବାଲେଶ୍ୱରରେ ଚିନ୍ତା ବଢ଼ାଇଲା ଇମାମୀ ପେପର୍ ମିଲ୍ – ଦିନକରେ ୧୦୧ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ବାଲେଶ୍ୱରରୁ ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...





















