ଓଡ଼ିଶା କରୋନା ରିପୋର୍ଟ – ଆଉ ୧୨୦୧ ପଜିଟିଭ୍ ଚିହ୍ନଟ, ୧୨ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୯୭ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍ ୫୦୪ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ...
ଓଡ଼ିଶାରେ ୯୫ ପ୍ରତିଶତ କରୋନା ରୋଗୀ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆ୍ରକାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟରେ ୯୫ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୋମବାର ଦିନ ୧୫୨୭ ରୋଗୀ ହସ୍ପିଟାଲ...
କମ୍ ଦାମରେ ମିଳିବ ଦୈନିକ ୧.୫ ଜିବି ଡାଟା ସହ ଅସୀମିତ କଲିଂ ସୁବିଧା – ଏୟାରଟେଲ, VI...
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣ କମ୍ ଦାମରେ ବେଷ୍ଟ ଡାଟା ପ୍ଲାନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ। କାହିଁକି ନା ଟେଲିକମ୍ କମ୍ପାନି ଏୟାରଟେଲ୍ ଏବଂ ଭୋଡାଫୋନ...
କରୋନା ବେଳେ ‘କରୋନିଲ୍’ ଚାହିଦା– ୨୫୦ କୋଟି ଟଙ୍କାର ବଟିକା ବିକିଲାଣି ପତଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି। ଟିକା ବାହାରିନଥିଲେ ମଧ୍ୟ ଲୋକମାନେ ଯେନତେନ ପ୍ରକାରେ ଏହି ମହାମାରୀକୁ ମାତ୍ ଦେବା ପାଇଁ ଲାଗିପଡ଼ିଛନ୍ତି। ବିଶେଷକରି ନିଜ ଶରୀରର...
କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ
ଓଡ଼ିଶାଲାଇଭ ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସ୍ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ମିଶିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜେ ନିଜକୁ କ୍ୱାରେଣ୍ଟାଇନ...
ଓଡ଼ିଶା କରୋନା ରିପୋର୍ଟ – ଆଜି ୧୩୮୯ ପଜିଟିଭ୍ ଚିହ୍ନଟ, ୯ ମୃତ
ରାଜ୍ୟରେ ଆଜି ଆଉ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯୮ ଓ ଲୋକାଲ କେସ୍ ୫୯୧ ରହିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ରାଜ୍ୟପାଳ। ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସେ ଟୁଇଟରେ ଲେଖିଛନ୍ତି।
ଏଥିସହିତ...
‘‘ମହାମାରୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ତଳସ୍ତରର ଶ୍ରମିକ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଜାଣିବା ପାଇଁ ଆକ୍ସନଏଡ୍ ଯେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି, ସେଥିରେ ତଳସ୍ତରର ଶ୍ରମିକଙ୍କ ସ୍ଥିତି ଅତି ଖରାପ ଥିବା ଜଣାପଡ଼ିଛି। ଜୀବନ...
ରିଲାଏନ୍ସ ଜିଓର ଶସ୍ତା ପ୍ଲାନ୍ – ମିଳିବ ଡାଟା, ମାଗଣା କଲିଂ ସହ ଓଟିଟି ଆପ୍ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓ ଏବେ ନିଜ ଗ୍ରାହକମାନଙ୍କୁ ସବୁଠୁ ଶସ୍ତା ପ୍ଲାନ୍ ପ୍ରଦାନ କରୁଛି। ଏଥିରେ ଡାଟା, ମାଗଣା କଲିଂ ସହ ଓଟିଟି ଆପ୍ ସୁବିଧା ମିଳୁଛି। ସବୁଠୁ ଖାସ୍ କଥା ହେଉଛି...
ଲକ୍ଡାଉନ୍ ପୂର୍ବରୁ ପ୍ୟାରିସରେ ୭୦୦ କିମି ଟ୍ରାଫିକ୍ ଜାମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସରେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘୋଷଣା କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଲକ୍ଡାଉନ୍ ଘୋଷଣା ହେବା...




















