ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ରାଜ୍ୟପାଳ। ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସେ ଟୁଇଟରେ ଲେଖିଛନ୍ତି। ଏଥିସହିତ...

‘‘ମହାମାରୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ତଳସ୍ତରର ଶ୍ରମିକ’’

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଜାଣିବା ପାଇଁ ଆକ୍ସନଏଡ୍ ଯେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି, ସେଥିରେ ତଳସ୍ତରର ଶ୍ରମିକଙ୍କ ସ୍ଥିତି ଅତି ଖରାପ ଥିବା ଜଣାପଡ଼ିଛି। ଜୀବନ...

ରିଲାଏନ୍ସ ଜିଓର ଶସ୍ତା ପ୍ଲାନ୍ – ମିଳିବ ଡାଟା, ମାଗଣା କଲିଂ ସହ ଓଟିଟି ଆପ୍ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ଏବେ ନିଜ ଗ୍ରାହକମାନଙ୍କୁ ସବୁଠୁ ଶସ୍ତା ପ୍ଲାନ୍ ପ୍ରଦାନ କରୁଛି। ଏଥିରେ ଡାଟା, ମାଗଣା କଲିଂ ସହ ଓଟିଟି ଆପ୍‌ ସୁବିଧା ମିଳୁଛି। ସବୁଠୁ ଖାସ୍ କଥା ହେଉଛି...

ଲକ୍‌ଡାଉନ୍‌ ପୂର୍ବରୁ ପ୍ୟାରିସରେ ୭୦୦ କିମି ଟ୍ରାଫିକ୍ ଜାମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫ୍ରାନ୍ସରେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘୋଷଣା କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଲକ୍‌ଡାଉନ୍‌ ଘୋଷଣା ହେବା...

Vivo ଆଣିବ ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ୍ – ଜାଣନ୍ତୁ ଦାମ୍ ଓ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଭିଭୋ ଖୁବଶୀଘ୍ର ଏକ ଶସ୍ତା ୫ଜି ଫୋନ୍ ଆଣିବାକୁ ଯାଉଛି। କୁହାଯାଉଛି ଯେ ଏହି ଫୋନ୍‌ରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିସହ ଆହୁରି ଅନେକ ଆକର୍ଷଣୀୟ...

ବିଏସ୍‌ଏନ୍‌ଏଲ୍‌ର ଦମ୍‌ଦାର୍ ପ୍ଲାନ୍ – ଦିନକୁ ମିଳିବ ୩ ଜିବି ଡାଟା ସହ ମାଗଣା କଲିଂ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସଞ୍ଚାର ନିଗମ(ବିଏସ୍‌ଏନ୍‌ଏଲ୍) ନିଜ ଗ୍ରାହକମାନଙ୍କ ପାଇଁ ଏକ ଦମ୍‌ଦାର୍ ପ୍ରିପେଡ୍ ପ୍ଲାନ୍ ପ୍ରଦାନ କରିଛି। ଏଥିରେ ଦିନକୁ ୩ ଜିବି ଡାଟା ଓ କଲିଂ ସମେତ ଅନେକ ମାଗଣା ସେବା...

ବଢ଼ୁଛି ସଂକ୍ରମଣ – ଇଂଲଣ୍ଡରେ ଫେରିଲା ଲକ୍‌ଡାଉନ, ମାସେ ଯାଏଁ କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ଇଂଲଣ୍ଡରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଇଂଲଣ୍ଡରେ ପୁଣିଥରେ ୧ ମାସ ପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ...

ରାଜ୍ୟର କରୋନା ରିପୋର୍ଟ – ୧,୭୦୯ ନୂଆ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୧୧ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୧,୭୦୯ ଆକ୍ରାନ୍ତ, ୧୧ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୧,୮୨୫କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୩୧କୁ ବୃଦ୍ଧି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍...

କରୋନା ଟିକା – ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକା ଆସିବା ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନେକଗୁଡ଼ିଏ କମିଟି ଗଠନ କରାଯିବ। ରାଜ୍ୟରେ କରୋନା ଟିକାକରଣ...

କରୋନାକୁ ହରାଇଲା ଏହି ଦେଶ – ୬ ମାସରେ ଲୋକାଲ୍ କେସ୍ ‘ଶୂନ’

ଓଡ଼ିଶାଲାଇଭ୍ ବ୍ୟୁରୋ ତାଇୱାନରେ ଗତ ୬ ମାସରୁ ଅଧିକ ସମୟ ହେଲା କରୋନାର କୌଣସି ଲୋକାଲ୍ କେସ୍ ଚିହ୍ନଟ ହୋଇନି। ସାରା ବିଶ୍ୱ ଏବେ ମହାମାରୀ କରୋନା ଭାଇରସକୁ ଚିନ୍ତାରେ। ପ୍ରତିଦିନ ଏହି ଭାଇରସ୍ ଲକ୍ଷ...