ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୭୯୬ ଜଣ, ସବା ଆଗରେ ଖୋର୍ଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ମୋଟ୍ ୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସର୍ବୋପରି...

ଭୁବନେଶ୍ଵରର କରୋନା ରିପୋର୍ଟ – ୨୮୧ ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଉ ୨୮୧ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ ୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଜଣ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୦୧୬କୁ ବୃଦ୍ଧି ଭୁବନେଶ୍ଵରରୁ ଆଜି ୨୮୧ ନୂଆ ଆକ୍ରାନ୍ତ...

ଆସୁଛି ଶୀତ, ବଢ଼ିବ ସଂକ୍ରମଣ – ସତର୍କ କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ଆଗକୁ ଶୀତ ଦିନ ଆସୁଥିବାରୁ କେନ୍ଦ୍ର ସରକାର ଏନେଇ ଲୋକଙ୍କୁ ସତର୍କ କରିଛନ୍ତି। ମଙ୍ଗଳବାର ନୀତି ଆୟୋଗର ସଦସ୍ୟ ଡାକ୍ତର...

ଭାରତରେ ଲଞ୍ଚ୍ ହେଲା Vivo V20 – ମିଳିବ ୪୪ ମେଗାପିକ୍ସେଲର ସେଲ୍ଫି କ୍ୟାମେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲଞ୍ଚ୍ ହୋଇଛି ଭିଭୋର ନୂଆ ସ୍ମାର୍ଟଫୋନ୍ Vivo V20। ଏବେ ଏହି ଫୋନ୍‌ର କ୍ୟାମେରା ଓ ଡିଜାଇନ୍‌କୁ ନେଇ ଚର୍ଚ୍ଚା ହେଉଛି। ଏହି ଫୋନ୍‌ରେ ୪୪ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା...

ଆମାଜନ୍ ସେଲ୍ – ମାତ୍ର ୩,୨୩୨ ଟଙ୍କାରେ କିଣନ୍ତୁ ଏହି ସ୍ମାର୍ଟ ଟିଭି, ମିଳିବ ଦମ୍‌ଦାର୍ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ କମ୍ ଟଙ୍କାରେ ସ୍ମାର୍ଟ ଟିଭି କିଣିବାକୁ ଚାହୁଁଛନ୍ତି କି? ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍‌ରେ ଆପଣଙ୍କ ଏହି ସ୍ଵପ୍ନ ପୂରା ହୋଇଯିବ। କାରଣ...

ଓଡ଼ିଶାରେ ଖସୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ମାତ୍ର ୨,୨୭୫ଟି ନୂଆ କେସ୍ ସାମ୍ନାକୁ ଆସିଛି। ସୋମବାର ଦିନ ୨,୪୨୩ଟି କେସ୍ ଥିବା ବେଳେ ରବିବାର ଦିନ ୨,୫୪୬ ନୂଆ...

ରାଜ୍ୟର କରୋନା ରିପୋର୍ଟ – ୨,୨୭୫ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ପୁଣି ୨,୨୭୫ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୧,୩୧୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୫୭ ଜଣ ଚିହ୍ନଟ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୫୬,୯୩୭କୁ ବୃଦ୍ଧି ଆଖି ବୁଜିଲେ...

ଉଜ୍ଜ୍ଵଳ ତ୍ଵଚା ପାଇଁ ଲଗାନ୍ତୁ ହେଙ୍ଗୁ ଫେସ୍ ପ୍ୟାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ହେଙ୍ଗୁ ବ୍ୟବହାର କରାଯାଏ। ଏହାକୁ ଉଜ୍ଜ୍ଵଳ ତ୍ଵଚା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ହେଙ୍ଗୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେବେ କେମିତି ହେଙ୍ଗୁ...

ଅକ୍ଟୋବର ୧୬ରୁ ସାଓମିର ଦିପାବଳୀ ସେଲ୍ – ମିଳିବ ଆକର୍ଷଣୀୟ ରିହାତି ସାଙ୍ଗକୁ କ୍ୟାସ୍‌ବ୍ୟାକ୍ ଅଫର

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ପକ୍ଷରୁ ‘ଦିଓ୍ଵାଲି ଓ୍ଵିଥ୍ ମି’ ସେଲ୍ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ। ସାଓମିର ଅଫିସିଆଲ ଓ୍ଵେବ୍‌ସାଇଟ୍‌ରେ ଏହି...

କରୋନା ଯୋଗୁଁ ଗତ ୪ ମାସରେ ଭାରତରେ ସୃଷ୍ଟି ହୋଇଛି ୧୮ ହଜାର ଟନ୍ ଆବର୍ଜନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ଲକଡାଉନ ଯୋଗୁଁ ପ୍ରଦୂଷଣ କମିଥିଲା। ପରିବେଶ ଉପରେ ଏହାର ଭଲ ପ୍ରଭାବ ପଡ଼ିଥିଲା। ଆପଣ କିନ୍ତୁ ଆଶ୍ଚର୍ଯ୍ୟ ହେବେ ଯେ ଏହି କରୋନା ପାଇଁ ଗତ...