ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୫ ଆକ୍ରାନ୍ତ – ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୩୬କୁ ବୃଦ୍ଧି ଘଟିଛି। ଆଜିର ମୃତକଙ୍କ ମଧ୍ୟରେ  ଭୁବନେଶ୍ୱରରୁ ୪, ମୟୂରଭଞ୍ଜ...

ରାଜ୍ୟରେ ଆଜି ଆଉ ୪୨୩୭ ପଜିଟିଭ – ୧ ଲକ୍ଷ ୯୨ ହଜାର ପାର୍ କଲା ମୋଟ ଆକ୍ରାନ୍ତଙ୍କ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୪୨୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୮୫ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୭୫୨ ଲୋକାଲ କେସ୍‌ ରହିଛି। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ...

ଏଣିକି ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ: ସମ୍ପର୍କୀୟଙ୍କୁ ମିଳିବ ରୋଗୀଙ୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ କନଫରେନ୍ସ ରୁମ୍‌ ସ୍ଥାପନ ସହ ଖଞ୍ଜାଯିବ ସିସିଟିଭି ହେଲ୍‌ପ ଡେସ୍କ କାମ ନ କଲେ ହସ୍ପିଟାଲ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଆଜି ରାଜ୍ୟରୁ ୩୮୩୪ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୫୨୫

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ୩୮୩୪ କରୋନା ଆକ୍ରାନ୍ତ ସୁସ୍ଥ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୫୩,୨୧୩କୁ ବୃଦ୍ଧି ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଆକ୍ରନ୍ତ ସୁସ୍ଥ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି...

ନୟାଗଡ଼: ବଢ଼ୁଛି କରୋନା ସଂକ୍ରମଣ, ନିୟମ ମାନୁନାହାନ୍ତି ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଲୋକମାନେ କରୋନା ନିୟମ ମାନୁନଥିବା ଦେଖିବାକୁ ମିଳୁଛି।...

ଜିଓର ଦମ୍‌ଦାର୍ ଅଫର – ଆଇପିଏଲ୍ ଦେଖିବା ସହ ଖେଳନ୍ତୁ କ୍ରିକେଟ, ଜିତନ୍ତୁ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ 'ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ'ରେ କ୍ରିକେଟ ଖେଳନ୍ତୁ ଆଉ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର। ଜିଓର ନୂଆ ଆଇପିଏଲ୍ ଅଫର୍ - ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ଖେଳ ଦେଖିବା ସହ କ୍ରିକେଟ୍ ଖେଳିବାର ସୁଯୋଗ ...

ଭୁବନେଶ୍ୱରରୁ ଆଜି ୩୪୫ ପଜିଟିଭ୍ ଚିହ୍ନଟ, ୪୧୨ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ   ଭୁବନେଶ୍ୱରରୁ ଆଜି ୩୪୫ ପଜିଟିଭ୍ ଚିହ୍ନଟ ୧୦୧ କ୍ୱାରେଣ୍ଟାଇନରୁ,୨୪୪ ଲୋକାଲ୍ କେସ୍ ରାଜଧାନୀରେ ଏବେ ବି ୩୮୦୬ ଆକ୍ରାନ୍ତ ସକ୍ରିୟ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୪୫ ନୂଆ କରୋନା...

କରୋନା ଚିକିତ୍ସାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କି ? ଏହାପରେ ନିଜର କିଭଳି ଯତ୍ନ ନେବେ ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଚିକିତ୍ସାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ଆପଣଙ୍କଠାରେ ଅସୁସ୍ଥତାର କିଛି ଲକ୍ଷଣ ରହିଥାଏ। ତେଣୁ ନିଜ ପୂର୍ବ ସ୍ୱାଭାବିକ ଜୀବନକୁ ଫେରିବା ପାଇଁ ଆପଣ ଘରେ କିପରି...

ଭୋଡାଫୋନ୍ ଆଇଡିଆ(VI)ର ଦମ୍‌ଦାର୍ ପ୍ଲାନ୍ – ମିଳିବ ମାଗଣା କଲ୍ ଓ ଡାଟା ସହ OTT ଆପ୍‌ର ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍ ଆଇଡିଆ(VI)ର ନୂଆ ପ୍ରିପେଡ୍ ପ୍ଲାନ୍‌ଗୁଡ଼ିକରେ କ'ଣ ସବୁ ସୁବିଧା ରହିଛି ଜାଣନ୍ତୁ… ଭୋଡାଫୋନ୍ ଆଇଡିଆ(VI) କମ୍ପାନି ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଦମ୍‌ଦାର୍ ପ୍ରିପେଡ୍ ପ୍ଲାନ୍ ଲଞ୍ଚ୍ କରାଯାଇଛି। ଏହି ପ୍ଲାନ୍‌ଗୁଡ଼ିକର ଦାମ୍...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ପାର୍, ଦିନକରେ ୭୫,୦୮୩ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୭୫,୦୮୩ ଆକ୍ରାନ୍ତ, ୧,୦୫୩ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୫,୬୨,୬୬୪କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୮,୯୩୫କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ...