ଅନଲକରେ ଲଗାମଛଡ଼ା କରୋନା ଭାଇରସ୍ – ରାଜ୍ୟରୁ ୩୦ ଦିନରେ ଲକ୍ଷେ ସଂକ୍ରମିତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ୩୦ ଦିନ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ କରୋନା ସଂକ୍ରମିତ।
ଅଗଷ୍ଟ ପରେ ଏବେ ସେପ୍ଟେମ୍ବରରେ ମାଡ଼ିଚାଲିଛି କରୋନା ସଂକ୍ରମଣ। ଲକଡାଉନ୍ ଖୋଲିଯିବା ପରେ ଏବେ ଲଗାମଛଡ଼ା ହୋଇ...
ରାଜ୍ୟରେ ଆଜି ଆଉ ୩୬୪୫ ପଜିଟିଭ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ ହଜାର...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୫୧ କେସ୍ ରହିଥିଲା ବେଳେ ୧୪୯୪ ଲୋକାଲ କେସ୍ ରହିଛି।
Covid-19 Report For 14th...
ରାଜ୍ୟରେ ପୁଣି ୮କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, କଟକରୁ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଜି ପୁଣି ୮ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ଦିନକୁ ଦିନ ସାଂଘାତିକ ହେଉଛି। ଦିନକୁ ପ୍ରାୟ ୪ ହଜାର କେସ୍ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମ ଆଣିଛନ୍ତି। ନୂଆ...
ଦେଶରେ ୮୦ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୦୫୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକରେ ୮୩,୮୦୯ ଆକ୍ରାନ୍ତ, ୧,୦୫୪ ମୃତ
ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୦,୭୭୬କୁ ବୃଦ୍ଧି
ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୯,୩୦,୨୩୭କୁ ବୃଦ୍ଧି
ଦେଶରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ। ଆଜି...
ଆତ୍ମହତ୍ୟାପ୍ରବଣ ଯୁବପିଢ଼ି: ୨୦୧୯ରେ ଜୀବନ ହାରିଛନ୍ତି ୯୦ ହଜାର ଯୁବକ ଯୁବତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢ଼ି। କିନ୍ତୁ ବର୍ତ୍ତମାନର ଯୁବପିଢ଼ି ପାରିବାରିକ, ବ୍ୟକ୍ତିଗତ ସମସ୍ୟା, ପ୍ରେମ ସମ୍ପର୍କ, ମାନସିକ ଅସୁସ୍ଥତା ଓ ବେରୋଜଗାର କାରଣରୁ ଆତ୍ମହତ୍ୟାକୁ ଶେଷ ବାଟ ବୋଲି ବାଛି ନେଉଛନ୍ତି।...
ଏଣିକି ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ହୋମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଥିବା କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ୍ ଏବଂ ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର(ଟିଏମ୍ସି)କୁ ଆଦୌ ରୋଗୀ ଆସୁନାହାନ୍ତି। ଆଉ କିଛି ସେଣ୍ଟରକୁ ଅଳ୍ପ କିଛି ପରିମାଣରେ ରୋଗୀ ଆସୁଛନ୍ତି। କୋଭିଡ...
ଭୁବନେଶ୍ୱରରୁ ଆଜି ୩୫୧ ପଜିଟିଭ୍ ଚିହ୍ନଟ, ୪୭୧ ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ୩୫୧ ପଜିଟିଭ୍ ଚିହ୍ନଟ
୧୧୩ କ୍ୱାରେଣ୍ଟାଇନରୁ,୩୮ ଲୋକାଲ୍ କେସ୍
ରାଜଧାନୀରେ ଏବେ ବି ୪୬୧୩ ଆକ୍ରାନ୍ତ ସକ୍ରିୟ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୫୧...
୪୮ ମେଗାପିକ୍ସେଲ କ୍ୟାମେରା ସହ ଲଞ୍ଚ ହେଲା Honor 30i, ଜାଣନ୍ତୁ ଦାମ୍ ଓ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଣନ୍ତୁ Honor 30i ସ୍ମାର୍ଟଫୋନ୍ର ଦାମ୍ ଓ ଫିଚର ବିଷୟରେ…
ଅନ୍ତରାଷ୍ଟ୍ରୀୟ ବଜାରରେ ଲଞ୍ଚ ହୋଇଛି Honor 30i ସ୍ମାର୍ଟଫୋନ୍। ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟ୍ଅପ୍ ସହିତ ଆହୁରି ଅନେକ ସୁବିଧା...
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ସଙ୍ଗିତା ଦାଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ...




















