ଲୋକସେବା ଭବନ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ଚିଠି ଲେଖିଲା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ହୁ ହୁ ହୋଇ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସରକାରୀ ଦପ୍ତରଗୁଡ଼ିକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଲାଣି। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର କର୍ମଚାରୀଙ୍କୁ କରୋନା ଟେଷ୍ଟ କରିବାକୁ...
corona case-2

ଦେଶରେ ଅଣାୟତ୍ତ ହେଉଛି କରୋନା, ମୃତ୍ୟୁସଂଖ୍ୟା ୩୪,୯୬୮କୁ ବୃଦ୍ଧି

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୭୭୫ ଆକ୍ରାନ୍ତ ମୃତ, ୩୪,୯୬୮ ଛୁଇଁଲା ମୃତ୍ୟୁସଂଖ୍ୟା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୩,୭୯୨କୁ ବୃଦ୍ଧି ୧୦,୨୦,୫୮୨ ଜଣ ସୁସ୍ଥ, ୫,୨୮,୨୪୨ଟି ଆକ୍ଟିଭ୍ କେସ୍ ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ...
corona death

ରାଜ୍ୟରେ ପୁଣି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୬୯ରେ ପହଁଚିଲା ମୃତ୍ୟୁସଂଖ୍ୟା

ଓଡିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରାଣ ହରାଇଛନ୍ତି ୧୦ ଜଣ...
corona positive

ରାଜ୍ୟରେ କରୋନା ସ୍ଥିତି ସାଘାଂତିକ – ଦିନକରେ ୧୨୦୩ ପଜିଟିଭ୍, ଗଞ୍ଜାମରୁ ସର୍ବାଧିକ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୧୨୦୩ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ ୭୫୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି ରାଜ୍ୟରେ କରୋନା ସଂକ୍ରମଣ...

ଆଜିଠୁ ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସି ସଟ୍‌ଡାଉନ୍‌

ଓଡିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ...

ଝିଅଙ୍କୁ ସଠିକ ପୋଷଣର ଆବଶ୍ୟକତା ରହିଛି

[youtube https://www.youtube.com/watch?v=jh6qARhycyM] ୟୁନିସେଫ୍ ମୀନା ଅଡିଓ ସିରିଜର 'ଗୁଡ଼ି ଉଡ଼ା ପ୍ରତିଯୋଗିତା' ଅଧ୍ୟାୟରେ ଝିଅଙ୍କ ପୋଷଣର ଆବଶ୍ୟକତା ବିଷୟରେ ଗୁରୁତ୍ୱ ଦିଆଯାଇଛି। ଝିଅମାନଙ୍କୁ ସଠିକ ପୋଷଣର ଆବଶ୍ୟକତା ରହିଛି। ଯଦି ଖାଦ୍ୟରେ ଆଇରନର ମାତ୍ରା କମିଯାଏ...

ଅଗଷ୍ଟ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର – ହଟିଲା ରାତି କର୍ଫ୍ୟୁ, ଖୋଲିବ ଜିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁଲାଇ ୩୧ ତାରିଖରେ ଶେଷ ହେବ ଅନ୍‌ଲକ୍‌-୨। ଅଗଷ୍ଟ ୧ରୁ ସାରା ଦେଶରେ ଅନ୍‌ଲକ୍‌-୩ ପ୍ରକ୍ରିୟା ଲାଗୁ ହେବ। ଏଥିପାଇଁ କେନ୍ଦ୍ର ସରକାର ଆଜି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଅଗଷ୍ଟ...

ଭୁବନେଶ୍ୱରରୁ ୧୩୭ ପଜିଟିଭ୍ – କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮, ସ୍ଥାନୀୟ ସଂକ୍ରମଣ ୩୯

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ବିଏମ୍‌ସିର ସୂଚନା ଅନୁଯାୟୀ ଆଜି ୧୩୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ...

କଟକ ସହରରୁ ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଆଜି ସହରରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୫୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ...

କରୋନା ପାଇଁ ଭଦ୍ରକର ଏକତା ମାର୍କେଟ, କଚେରି ବଜାର ୭୨ ଘଣ୍ଟା ସଟ୍‌ଡାଉନ୍

ଓଡିଶାଲାଇଭ୍ ବ୍ୟୁରୋ ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଏକତା ମାର୍କେଟ ଓ କଚେରି ବଜାରକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ...