କରୋନା ଚିକିତ୍ସାରେ କିପରି ସାହାଯ୍ୟ କରୁଛି ପ୍ଲାଜମା ଥେରାପି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି? ଜାଣନ୍ତୁ ...
ସାରାଦେଶରେ ଏବେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। କରୋନା ମୁକାବିଲା ପାଇଁ ଏବେ ପ୍ଲାଜମା...
ଡ୍ୟୁଟି ବେଳେ ଜୀବନ ଗଲେ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ଡ୍ୟୁଟି ବେଳେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହି ସହାୟତା କୋଭିଡ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ ନିକଟତମ ଆତ୍ମୀୟମାନେ...
ମାଡ଼ି ଚାଲିଛି କରୋନା – ବସ୍ତିରେ ହେଉଛି କି ଗୋଷ୍ଠୀ ସଂକ୍ରମଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର, ପୁରୀ ଏବଂ କଟକରେ ଚିନ୍ତା ବଢ଼ାଇଲାଣି ସାହି, ବସ୍ତି।
କରୋନା ଗ୍ରାଫ ଦିନକୁ ଦିନ ମାଡ଼ି ଚାଲିଥିବା ବେଳେ ଏବେ ପ୍ରଶାସନକୁ ବସ୍ତି ଚିନ୍ତା ଘାରିଛି। ଭୁବନେଶ୍ୱର, ପୁରୀର ବିଭିନ୍ନ ବସ୍ତି...
ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗ ବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡି ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ଭର୍ଚୁଆଲ...
ତରଳ ଝାଡ଼ା ନିରାକରଣ ପାଇଁ ଶିଶୁକୁ ପିଆନ୍ତୁ ଓଆରଏସ୍ ପାଣି
[youtube https://www.youtube.com/watch?v=w7oKM2gK7QM]
ୟୁନିସେଫ୍ 'ମୀନା' ଅଡିଓ ସିରିଜର 'ଜନ୍ମଦିନର ଉପହାର' ଅଧ୍ୟାୟରେ ପତଳା ଝାଡ଼ାର ନିରାକରଣ ଉପରେ ସଚେତନ କରାଯାଇଛି।
ଶିଶୁକୁ ତରଳ ଝାଡ଼ା ହେଲେ ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଶିଶୁ ଦୁର୍ବଳ...
ଭୁବନେଶ୍ୱରରୁ ୨୧୫ କରୋନା ପଜିଟିଭ୍, ୬୫ ସ୍ଥାନୀୟ ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆଜି ପୁଣି ରେକର୍ଡ ସଂଖ୍ୟକ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ବିଏମ୍ସି...
ପ୍ଲାଜମା ଦେଲା ନୂଆ ଜୀବନ – କଟକ ପରେ ଗଞ୍ଜାମରୁ ସୁସ୍ଥ ହେଲେ ଆଉ ୩ ଗୁରୁତର...
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ହରାଇବା ପାଇଁ ଏବେ ଅସ୍ତ୍ର ପାଲଟିଛି ପ୍ଲାଜମା ଥେରାପି। ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ବରଦାନ ପାଲଟିଛି। କଟକ ରାଉସାପାଟଣା ଅଞ୍ଚଳର ଜଣେ ୪୮ ବର୍ଷୀୟ ମହିଳାଙ୍କୁ ପ୍ଲାଜମା...
କନ୍ଧମାଳ ଜିଲ୍ଲା ଅଗଷ୍ଟ ୭ ଯାଏଁ ଲକ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ଜିଲ୍ଲାକୁ ଅଗଷ୍ଟ ୭ ତାରିଖ ଯାଏଁ ଲକ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଆଜି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜିଠୁ ଏହି...
ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ କରୋନା କଟକଣା – ପ୍ରଥମେ ଟେଷ୍ଟ, ତା’ପରେ ପ୍ରବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଉଛି। ନୂଆକରି ଆସୁଥିବା ବ୍ୟକ୍ତିଙ୍କ ପ୍ରଥମେ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ନୂଆ କରି...
ଅକ୍ସଫୋର୍ଡର କରୋନା ଟିକା – ଭାରତରେ ମାନବ ପରୀକ୍ଷଣ ଶେଷ ପର୍ଯ୍ୟାୟରେ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାର ମାନବ ପରୀକ୍ଷଣ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଏନେଇ ଭାରତରେ ପାଞ୍ଚୋଟି ସ୍ଥାନ ଚୟନ କରାଯାଇସାରିଛି। ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ...





















