କଟକ ସହରରେ ସୁଧୁରୁଛି କରୋନା ସ୍ଥିତି, ଆଜି ମାତ୍ର ୪ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ ଧୀର ଧୀରେ କରୋନା ସ୍ଥିତି ସୁଧୁରିବା ଭଳି ମନେ ହେଉଛି। ଆଜି କଟକ ଜିଲ୍ଲାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ସେ ଭିତରୁ ମାତ୍ର...

ଭୀମସାରର ୬ କୋଭିଡ୍ ଯୋଦ୍ଧାଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲ କଲେଜରେ କରୋନା ଆକ୍ରାନ୍ତ ହେଲେ ୬ କୋଭିଡ୍ ଯୋଦ୍ଧା। ହସ୍ପିଟାଲର ୩ ଜଣ ଡାକ୍ତରଙ୍କ ସହ ୩ ଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଡାକ୍ତର ଓ...

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି, ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ‘ପ୍ଲାଜମା ବ୍ୟାଙ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ଼ ରାଜ୍ୟରେ ଆଜିଠୁ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହେବ ଭୁବନେଶ୍ୱରର ସମ୍‌ ଓ କିମ୍‌ସ ହସ୍ପିଟାଲ ଏହି ଚିକିତ୍ସା କରାଯିବ କଟକର ଅଶ୍ୱିନୀ ହସ୍‌ପିଟାଲରେ ମଧ୍ୟ ପ୍ଲାଜମା ଥେରାପି ହେବ ଓଡ଼ିଶାରେ...

ଆଉ ୩ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା – ଗଞ୍ଜାମରୁ ୨, ଭୁବନେଶ୍ୱରରୁ ଜଣେ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ପ୍ରାଣ ହରାଇଲେ ଆଉ ୩ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ...

ଭାରତରେ ଅଣାୟତ୍ତ ହେଉଛି କରୋନା – ଦିନକରେ ୨୯ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୫୮୨ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ପାର୍ କରିଥିବାବେଳେ ଗତ ୨୪ ଘଣ୍ଟାରେ...

ରାଜ୍ୟରୁ ପୁଣି ୬୧୮ ପଜିଟିଭ୍ ଚିହ୍ନଟ – ଗଞ୍ଜାମରୁ ୨୮୬ , ଖୋର୍ଦ୍ଧାରୁ ୧୦୭

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରୁ ଆଜି ୬୧୮ ନୂଆ ପଜିଟିଭ୍ ଚିହ୍ନଟ  ୪୧୧ କ୍ୱାରେଣ୍ଟାଇନରୁ ଚିହ୍ନଟ,୨୦୭ଟି ଲୋକାଲ୍ କେସ୍ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୧୪,୮୯୮କୁ ବୃଦ୍ଧି ରାଜ୍ୟରେ ଏବେ ଲଗାମ ବିହୀନ ହୋଇ...

କରୋନା ମୁକାବିଲା – ଗଞ୍ଜାମ ଯିବେ ୧୩୦ ଡାକ୍ତର, ୫ ଅଫିସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ବେକାବୁ ହେଲାଣି କରୋନା ମହାମାରୀ। ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ଚରମସୀମାରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଗଞ୍ଜାମ ଜିଲ୍ଲା ରହିଛି। ୧୦୦ ଡାକ୍ତର...

କରୋନା ସମୟରେ ‘ବାହାଘର’ – ଜାଣନ୍ତୁ, କ’ଣ ରହିଛି କୋଭିଡ୍-୧୯ ନିୟମ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଙ୍କଟ ସମୟରେ ବିବାହ ଉତ୍ସବ ଭଳି ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି କି? ଜାଣନ୍ତୁ, ରାଜ୍ୟ ସରକାର ଏଥିପାଇଁ କ’ଣ କଟକଣା ଜାରି କରିଛନ୍ତି? ବାହାଘର ଏବଂ ଏ ସମ୍ପର୍କୀତ କୌଣସି...
Coronavirus - Elmshorn

ରାଜ୍ୟର ଆଉ ୬୦୯ ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ଆଉ ୬୦୯ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୯୮୬୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
khordha hospital

ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୋନା ଆକ୍ରାନ୍ତ, ବନ୍ଦ ହେଲା ଓପିଡି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): କାୟା ମେଲାଉଛି କରୋନା। ରାଜ୍ୟବ୍ୟାପି ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ କେବଳ ସାଧାରଣ ଜନତା ନୁହଁନ୍ତି, କରୋନା ସହ ଲଢ଼ୁଥିବା କୋଭିଡ୍ ଯୋଦ୍ଧାମାନେ ମଧ୍ୟ ଧିରେ...