କୋଭିଡ୍ ମୁକାବିଲାରେ ଓଡ଼ିଶା ସରକାରଙ୍କୁ ବୈଷୟିକ ସହାୟତା ଦେଇ ଆସୁଛି ୟୁନିସେଫ୍ – ଡାକ୍ତର ମୀନା ସୋମ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=PTYPtteTFeY କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ ଅନେକ ପଦକ୍ଷେପ ନେଇଛି। ବିଶେଷକରି କୋଭିଡ୍‌-୧୯ ବେଳେ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତାର ହାତ ବଢ଼ାଇଛି ୟୁନିସେଫ୍‌। ରାଜ୍ୟ ସରକାରଙ୍କ...

ମାଓବାଦୀଙ୍କୁ କରୋନା ଭୟ, ଜଣେ ମାଓନେତ୍ରୀ ଦଳରୁ ବିଦା ହେଲେ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମାଓବାଦୀଙ୍କୁ ଘାରିଲାଣି କରୋନା ଭୟ। ଏହି ଭୟରେ ଛତିଶଗଡ଼ର ଏକ ମାଓବାଦୀ ସଙ୍ଗଠନ ତାଙ୍କର ଜଣେ ସଦସ୍ୟଙ୍କୁ ଦଳରୁ ବିଦା କରିଦେଇଛି। ଛତିଶଗଡ଼ ବିଜାପୁର ଜିଲ୍ଲାର ଦଣ୍ଡକାରଣ୍ୟରେ ଏହି ମାଓବାଦୀ ସଙ୍ଗଠନ...

ଗୋଟିଏ ଦିନରେ ୧୫ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ଦେଶରେ ୪ ଲକ୍ଷ ଟପିଲେ ସଂକ୍ରମିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ୨୪ ଘଣ୍ଟାରେ ଦେଶରେ ୧୫,୪୧୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ମୋଟ ପଜିଟିଭ୍ ସଂଖ୍ୟା ୪,୧୦,୪୬୧କୁ ବୃଦ୍ଧି ମହାରାଷ୍ଟ୍ରରେ ପ୍ରାଣ ହରାଇଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ ଗୋଟିଏ ଦିନରେ...

International Yoga Day : ଯୋଗ କଲାବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ରହିବା ପାଇଁ ସମସ୍ତେ ଯୋଗ କରନ୍ତି। ମାତ୍ର କିଛିଟା ଦିଗ ଉପରେ କେହି ଧ୍ୟାନ ଦେଇନଥାନ୍ତି। ଆସନ୍ତୁ ଜାଣିବା ସେହି ଦିଗ ସବୁ କ’ଣ?  ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ...
mint leaves

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପୁଦିନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଦିନା ପତ୍ରରେ ରହିଛି ଓୌଷଧୀୟ ଗୁଣ। ଥଣ୍ଡା ପ୍ରଦାନ କରୁଥିବା ଏହି ଗୁଳ୍ମ ଜାତୀୟ ଉଦ୍ଭିଦ ଖାସ୍ କରି ଗରମ ଦିନରେ ଶରୀରକୁ ଥଣ୍ଡା ରଖେ। ହଜମ ପ୍ରକ୍ରିୟା ଠିକ୍ କରିବାଠୁ...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ରେଡିଓ ଧାରାବାହିକ ‘କେତେ ନୂଆବାଟ’ର ଚତୁର୍ଥ ସଂସ୍କରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=C-4LSEKXc40] ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ ...

୫ଟି ଉପାୟ, ଯାହା ବର୍ଷାଦିନେ ଆପଣଙ୍କୁ ରୋଗରୁ ବଞ୍ଚେଇବ

ଓଡ଼ିଶାଲାଇଭ ବ୍ୟୁରୋ ମୌସୁମୀ ଆସିବା କ୍ଷଣି ଅଧିକାଂଶ ଲୋକ ଖୁସିରେ ନାଚି ଉଠନ୍ତି। କାରଣ ଅନେକ ଲୋକଙ୍କୁ ବର୍ଷାରେ ଭିଜିବାକୁ ଭଲ ଲାଗେ। ହେଲେ ବର୍ଷାଦିନେ ଅଧିକ ରୋଗ ହେବାର ଆଶଙ୍କ ମଧ୍ୟ ଥାଏ।...

ନୟାଗଡ଼ରେ ନେତ୍ରୋତ୍ସବ ଓ ନବଯୌବନବ ଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଓ ନବଯୌବନ ନୀତି ଶେଷ ହୋଇଛି। ଆଜି ଭୋର ସମୟରେ ତିନି ଠାକୁରଙ୍କ ନେତ୍ରୋତ୍ସବ ନୀତି ସଂପନ୍ନ ହୋଇଥିଲା। ଏହାପରେ ଶ୍ରୀବିଗ୍ରହ ନବଯୌବନ ବେଶରେ...

ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନ ଭାୟା ଦିଲ୍ଲୀ ଦେଇ ଭୁବନଶ୍ୱର ଆସିଛି। ଏଆଇ ୦୯୪୦...

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାରତରେ ତାର କାୟା ମେଲାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। କରୋନାରେ ଆଜି ଜଣେ ଓଡ଼ିଆ ଡାକ୍ତର...