corona symptoms

ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ, କେବଳ ଯାଜପୁରରୁ ୨୫

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଏଥିମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ କରି...

କରୋନା ଯୋଦ୍ଧାଙ୍କୁ ସମ୍ମାନ – ମୁଖ୍ୟମନ୍ତ୍ରୀ କହିଲେ, “ଶନିବାର ସନ୍ଧ୍ୟାରେ ଗାଅ ବନ୍ଦେ ଉତ୍କଳ ଜନନୀ”

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଆସନ୍ତା ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ସାମାଜିକ ଦୂରତା ପାଳନ କରି ସମସ୍ତ ଓଡ଼ିଆ...

world Menstrual Hygiene Day: ମାସିକ ୠତୁଚକ୍ର ବେଳେ ରଖନ୍ତୁ ଏହି କଥା ପ୍ରତି ଧ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି। ମାସିକ...

ଜାଣନ୍ତି କି ଫ୍ରିଜରେ କେଉଁ ସବୁ ଜିନିଷ ରଖିବା କଥା ନୁହେଁ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍କେଟରୁ ପରିବା କିଣିବା ପରେ କିଛି ଲୋକ ଏହାକୁ ତୁରନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତି। ହେଲେ କିଛି ପରିବା ଫ୍ରିଜ୍‌ରେ ରଖିବାର ଦୁଇ ଦିନ ପରେ ନଷ୍ଟ ହୋଇଯାଇଥାଏ।  ଜାଣି ରଖନ୍ତୁ...

ବଢ଼ିବ କି ଲକଡାଉନ୍! କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିବେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଲକଡାଉନ୍ ବୃଦ୍ଧି ହେବ କି ନାହିଁ ସେନେଇ ଗୁରୁବାର କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହିତ କଥାବାର୍ତ୍ତା ହେବେ। ଭିଡିଓ କନଫରେନ୍ସି...

ମୀନାର ବାର୍ତ୍ତା – ପୁଅ, ଝିଅ ଭିତରେ ବାଛ ବିଚାର ରଖ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=OTm8d0dEs4s ପୁଅକୁ ଶାରୀରିକ ତଥା ମାନସିକ ଭାବରେ ବଢ଼ିବା ପାଇଁ ଯେମିତି ସ୍ନେହ ଓ ଆଦର ସହ ସଠିକ ପୋଷଣ ଦରକାର, ଝିଅକୁ ବି ଠିକ୍ ସେହିପରି ଦରକାର। ୟୁନିସେଫର ଲୋକପ୍ରିୟ କାର୍ଟୁନ୍...

ତ୍ୱଚା ସମସ୍ୟା ଦୂର କରେ ପାଚିଲା ଅମୃତଭଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥିଲାବେଳେ ଏହା ତ୍ୱଚା ପାଇଁ ମଧ୍ୟ ବେଶ୍‌ ଲାଭଦାୟୀ ହୋଇଥାଏ। ଏହା ତ୍ୱଚାରେ ଚମକ ଆଣିଥାଏ। ଜାଣନ୍ତୁ କିପରି କରିବେ ପ୍ରୟୋଗ- ଦୁଇଟି ବଡ଼ ଖଣ୍ଡ ପାଚିଲା ଅମୃତଭଣ୍ଡାକୁ...

ଲକ୍‌ଡାଉନ ଆଉ ୨ ସପ୍ତାହ ବଢ଼ିବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିପାରନ୍ତି। ଏହିଭଳି ଏକ ଖବର ଆସୁଛି। ମେ’ ୩୧ରେ ଶେଷ ହେଉଥିବା ତାଲା ବନ୍ଦକୁ ଜୁନ ୧୪ ପର୍ଯ୍ୟନ୍ତ ବଢ଼ା ଯାଇପାରେ।...

ଗଞ୍ଜାମରେ ଦୁଇ ଜଣ ହୋମଗାର୍ଡଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତକାଲି କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ହୋମଗାର୍ଡ କରୋନା କବଳରେ ପଡ଼ିଛନ୍ତି। ପୋଲସାରା ଥାନାର ଦୁଇ ହୋମଗାର୍ଡ ଜଗନ୍ନାଥପୁର...

ନିୟମ ମାନିବାକୁ ଅପିଲ୍‌ କଲେ ପୋଲିସ କମିସନର – ‘‘ଲକ୍‌ଡାଉନ୍‌ କୋହଳ ହୋଇଛି, କରୋନା ଯାଇନି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଏବେ ବି ସକ୍ରିୟ ଅଛି। ସତର୍କ ରହିବାକୁ ଲୋକଙ୍କୁ ଅପିଲ କଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ‘‘ଲକ୍‌ଡାଉନ୍‌ ନିୟମ କୋହଳ ହୋଇଥିବାରୁ ଲୋକେ ଭାବୁଛନ୍ତି କରୋନା ଭାଇରସ୍‌...