ବାଲେଶ୍ୱରରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ୨୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବାଲେଶ୍ୱରରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି। ସେହିଭଳି କେବଳ ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା...

ଗଞ୍ଜାମ ଜିଲ୍ଲାରେ କରୋନା, ୨ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୧୫ଟି ଜିଲ୍ଲାରେ ଭୟ ସୃଷ୍ଟି କରିସାରିବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଛି କରୋନା ଭାଇରସ୍। ରବିବାର ଜିଲ୍ଲାରୁ ଦୁଇ ଜଣ ସୁରଟ ଫେରନ୍ତା ଯୁବକ କରୋନା...

କରୋନା ବିଷୟରେ ସୂଚନା ଦେବ ଆରୋଗ୍ୟ ସେତୁ ଆପ୍‌, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା...

ମାସିକ ଋତୁସ୍ରାବ ଯନ୍ତ୍ରଣା ଦୂର କରେ ଅଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଦା ଶରୀର ପାଇଁ ବେଶ୍‌ ଉପଯୋଗୀ। ହାଡ଼ ଯୋଡିବାଠାରୁ ଆରମ୍ଭ କରି ମେଦ ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ମୁଣ୍ଡବିନ୍ଧା, କାଶ, ଅଳସୁଆପଣ ଦୂର, ଚର୍ବି ହ୍ରାସରେ ସହାୟକ ହୋଇଥାଏ ଅଦା। ଅଦା ପ୍ରାୟ...

ରାଜ୍ୟରେ ୧୫୭ କରୋନା ରୋଗୀ – ଭୁବନେଶ୍ୱରକୁ ଟପିଲା ଯାଜପୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ୪୭ କରୋନା ରୋଗୀ, ଯାଜପୁରରେ ୪୮। କରୋନା ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲାକୁ ଟପିଗଲା ଯାଜପୁର। ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ଏହି ସଂଖ୍ୟା ୪୮ରେ...

କରୋନା ରୂପକ ବିଶ୍ଵଯୁଦ୍ଧରେ ଯୋଦ୍ଧାଙ୍କ ସେନାପତି ଭାବେ କାମ କରୁଛି – ଅରୁନ୍ଧତୀ ଦେବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ''ମୋ ମନ, ଆତ୍ମା, ଶରୀର କରୋନା ପାଇଁ ଉତ୍ସର୍ଗୀକୃତ। ମୁଁ ଏବେ କେବଳ ଲୋକଙ୍କ ସେବା କଥା ଭାବୁଛି'' - ପଢ଼ନ୍ତୁ ନିଜ ଲକଡାଉନ୍‌ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି...

ଧନ୍ୟ ଆମ ଚିକିତ୍ସା ବ୍ୟବସ୍ଥା – କରୋନା ଡରରେ ରୋଗୀଙ୍କୁ ଫେରାଇଦେଲେ ସନ୍‌ସାଇନ୍‌ ଓ ସ୍ପର୍ଶ ହସ୍ପିଟାଲ, ବାଟରେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ସନ୍‌ସାଇନ୍‌ ଓ ସ୍ପର୍ଶ ହସ୍ପିଟାଲର ମନମାନି ଛାତିରେ ଯନ୍ତ୍ରଣ ଭୋଗୁଥିବା ରୋଗୀଙ୍କୁ ଚିକିତ୍ସା କଲେନି ରୋଗୀଙ୍କୁ ଫେରାଇଦେଲେ, ଅଧାବାଟରେ ଗଲା ଜୀବନ ଭଡ଼ା ଘର ମାଲିକ ବି ଶବ...

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ – ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲା ବରି ବ୍ଲକର ୬୨ ବର୍ଷିୟ ବୃଦ୍ଧ। ଆକ୍ରାନ୍ତ ଜଣକ ନିକଟରେ କୋଲକାତାରୁ ଫେରିଥିଲେ। ସେ...

ଅପରେସନ୍ ଶୁଭଯାତ୍ରା – ଜାଣନ୍ତୁ, କେରଳରୁ କେମିତି ଫେରୁଛନ୍ତି ୧୧୫୦ ପ୍ରବାସୀ ଓଡ଼ିଆ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କେରଳରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ୧୧୫୦ ଜଣ ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରୁଛନ୍ତି। ଓଡ଼ିଶା ସରକାର ଏହାକୁ 'ଅପରେସନ୍ ଶୁଭଯାତ୍ରା' ବୋଲି ନାମିତ କରିଛନ୍ତି। ଓଡ଼ିଶା ସରକାରଙ୍କ ‘ଅପରେସନ୍...

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ଵରର ହୋଇଥିବା ସୂଚନା। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।...