older people

ଜାଣନ୍ତୁ କରୋନାକୁ ନେଇ ବୟସ୍କଙ୍କ ପାଇଁ କ’ଣ ରହିଛି ପରାମର୍ଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ। ଏହି କାରଣରୁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯାଇଥାଏ।...

ରାଜସ୍ୱ ନିଅଣ୍ଟ କଟକଣା ଡେଇଁବାକୁ ଓଡ଼ିଶାର ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୋଗୁଁ ଯେଉଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି ସେହି ଦୃଷ୍ଟିରୁ ରାଜ୍ୟମାନେ ରାଜସ୍ୱ ନିଅଣ୍ଟ ଟାର୍ଗେଟକୁ ଭାଙ୍ଗିଲେ କେନ୍ଦ୍ର ସରକାର କିଛି ମନେ କରିବେ ନାହିଁ ଓ ସେଥିପ୍ରତି...

ନିୟମ ଭାଙ୍ଗିବାରେ ଆମେ ଓସ୍ତାଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ନିୟମ ଅନୁସାରେ କାମ ନକରି ପୋଲିସ ପାଇଁ ଓ ସାଧାରଣ ଜନତା ପାଇଁ  ମୁଣ୍ଡବ୍ୟଥାର କାରଣ ହେବାରେ ଆମେ ଖୁବ ପାରଙ୍ଗମ। କରୋନା ସମୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର...

ଓଡ଼ିଶାରେ ଆଉ ୨ଜଣ କରୋନା ପଜିଟିଭ୍ ଚିହ୍ନଟ, ୪୪ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ। ଗୁରୁବାର ଢେଙ୍କାନାଳ ଏବଂ ଭୁବନେଶ୍ଵରରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଢେଙ୍କାନାଳ ସହରର...

କରୋନା ମୁକାବିଲା – ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌, ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ   ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌ ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ ଲକ୍‌ଡାଉନ୍‌ ବେଳେ ଜାରି ରହିବ କୃଷି କାର୍ଯ୍ୟ  କରୋନା...

ଆମେରିକାରେ ୧୧ଜଣ ଭାରତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆମେରିକାରେ ୧୧ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଏବେବି ଆମେରିକାରେ ୧୬ଜଣ ଭାରତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ମହିଳା କରୋନା...
foreign return april 9

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fo3jcidkiVc&feature=emb_logo ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...

ଅତ୍ୟଧିକ ମଦ୍ୟପାନ ରକ୍ତଚାପକୁ ପ୍ରଭାବିତ କରିଥାଏ କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟ୍ରେସ୍‌, ଖାଦ୍ୟପେୟରେ ଅନିୟମିତତା, ମେଦବହୁଳତା, କ୍ୟାଫେନ୍‌ଯୁକ୍ତ ପାନୀୟ, ଧୂମପାନ ଓ ମଦ୍ୟପାନ ହୋଇଥାଏ ଉଚ୍ଚ ରକ୍ତଚାପର କାରଣ। ଅତ୍ୟଧିକ ମଦ୍ୟପାନ ରକ୍ତଚାପ ସ୍ତର ବଢ଼ାଇଥାଏ। ଯଦି ଗୋଟିଏ ଥରରେ ଆପଣ ଅଧିକ ମଦ...

ମନର ‘ଡର’ ଅସଲ କରୋନା ରୋଗଠାରୁ ଅଧିକ ମାରାତ୍ମକ

ପ୍ରଣତୀ ପରିଡ଼ା କରୋନା ଭୂତାଣୁଠାରୁ ଅଧିକ ମହାମାରୀ ବା ବିପଦଜନକ ହେଉଛି ଆମ ମନର ଭୟ। ଏହି ଭୟ ମଣିଷକୁ ଦୁର୍ବଳ କରିଦିଏ। ମନ ଭିତରେ ମୃତ୍ୟୁର ଭୟ ବସା ବାନ୍ଧେ। ଭୂତାଣୁର ପ୍ରକୋପ...

ଏପ୍ରିଲ ୧୫ରୁ ଟ୍ରେନ ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ, ୪ ଘଣ୍ଟା ପୂର୍ବରୁ ଷ୍ଟେସନ ଆସିବାକୁ ପଡ଼ିବ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଟ୍ରେନ୍‌ରେ ସାମାଜିକ ଦୂରତା ଉପରେ ଦିଆଯିବ ଗୁରୁତ୍ୱ। ରେଳ ମନ୍ତ୍ରାଳୟ ପକ୍ଷରୁ ୧୫ ତାରିଖରୁ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଏକ ପ୍ରୋଟୋକଲ ବା ନିୟମାବଳୀ ପ୍ରସ୍ତୁତ...