ଲକଡାଉନ – ଦୁର୍ଦ୍ଦଶାରେ ବାହାର ରାଜ୍ୟରେ ଥିବା ଓଡ଼ିଆ, ଭୋକ ଉପାସରେ କଟୁଛି ଦିନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ ଯୋଗୁଁ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି ବାହାର ରାଜ୍ୟରେ ଥିବା ଓଡ଼ିଆ। ଗୁଜୁରାଣ ମେଣ୍ଟାଇବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଏବେ ଭୋକ ଉପାସରେ...
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗତ ରବିବାର ଦିନ ମୃତ୍ୟୁ ସଂଖ୍ୟା ୨୭ ଥିବା ବେଳେ ତାହା ଆଜି ବଢ଼ି ୨୯ରେ ପହଞ୍ଚିଛି। ଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।...
ଲକ୍ଡାଉନ୍ ସମୟରେ କେମିତି ସମୟ କାଟୁଛନ୍ତି ମୋଦୀ, ଜାରି କଲେ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ ସମୟର ସମସ୍ତେ ନିଜ ଘରେ ବସିଛନ୍ତି। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ କେମିତି ସମୟ ବିତାଉଛନ୍ତି ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ଜିଓର ନୂଆ ଅଫର୍ – ଡାଟା ଭାଉଚରରେ ମିଳିବ ଦୁଇଗୁଣା ଇଣ୍ଟରନେଟ୍ ଓ କଲିଂ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଲକଡାଉନ୍ ପାଇଁ ଲୋକମାନେ ଘରେ ବସି ରହିଛନ୍ତି। ଯେଉଁ କାରଣରୁ ଲୋକମାନେ ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି। ଏହାକୁ ନଜରରେ ରଖି ଜିଓ ଏକ ଦମଦାର ଅଫର୍ ଆଣିଛି।
ଜିଓ ତା’ର...
କରୋନା କବଳରୁ ଦିବ୍ୟାଙ୍ଗଙ୍କୁ କେମିତି ରଖିବେ ସୁରକ୍ଷିତ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁର ଭୟଭୟତା ଏବେ ସାରା ବିଶ୍ଵରେ ଖେଳିଯାଇଛି। ସଚେତନତା ହିଁ ଏଥିରୁ ଆମକୁ ରକ୍ଷା କରିପାରିବ। ଏଥିପାଇଁ ସାବୁନରେ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା...
ଲକଡାଉନ ପାଇଁ ପାର୍ଲର ବନ୍ଦ – ଘରେ ନିଅନ୍ତୁ ତ୍ୱଚାର ଯତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ ପାଇଁ ସାରାଦେଶ ବନ୍ଦ। ସବୁଠି ପାର୍ଲର ମଧ୍ୟ ବନ୍ଦ। ଏଣୁ ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା ପାଇଁ ଏହା ହିଁ ଠିକ୍ ସମୟ।
ଘରୋଇ ଉପାୟରେ ତ୍ୱଚାର ଯତ୍ନ...
ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାକୁ ନେଇ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବେିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା...
ବାହାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଓଡ଼ିଆ ଫସିଛନ୍ତି। ଏମାନଙ୍କ ସହିତ ଯୋଗାଯୋଗ ରଖିବା ପାଇଁ ଏବଂ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଓଡ଼ିଶା ସରକାର ନୋଡାଲ ଅଫିସରମାନଙ୍କୁ...
କେନ୍ଦ୍ରର ନୂଆ ଗାଇଡଲାଇନ୍ – ମାସକର ଘରଭଡ଼ା ଦେବେନି ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଶ୍ରମିକମାନେ ଯେଉଁ ଘରେ ଭଡ଼ାରେ ରହୁଥିଲେ ସେମାନଙ୍କୁ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବାକୁ କେନ୍ଦ୍ର ସରକାର ମାଲିକମାନଙ୍କୁ...
ବାହାର ରାଜ୍ୟରେ ୧ ଲକ୍ଷ ଓଡ଼ିଆ ଫସିଛନ୍ତି – ରାଜ୍ୟ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍ ଯୋଗୁଁ ବହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଯେଉଁ ରାଜ୍ୟରେ ଓଡ଼ିଶାର ଲୋକ...





















